ଦାମଙ୍କ ମୁହଁରେ କଂଗ୍ରେସ ପ୍ରଶଂସା
23/04/2018 at 10:00 AM

ନିରଞ୍ଜନ ପଟ୍ଟନାୟକ କଂଗ୍ରେସର ମଙ୍ଗ ଧରିବା ପରେ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ
କହିଛନ୍ତି ” ନିରଞ୍ଜନ ଜଣେ ପୋଖତ ରାଜନୈତିଜ୍ଞ, ଯେଉଁ ପିସିସି କମିଟି ଗଠନ କରାଯାଇଛି ତାହା ଓଡିଶା ପାଇଁ ଶୁଭ, ଯଦି କଂଗ୍ରେସ ମଜବୁତ ହୁଏ ତେବେ ଓଡିଶା ପାଇଁ ମଙ୍ଗଳକର ହେବ”
Related Posts
ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ
7 March 2021
ବୁଲାଣିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ଗୁରୁତର
7 March 2021