Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଆସୁଛି ବାତ୍ୟା : ମୁକୁଳା ପଡ଼ିଛି ବୈତରଣୀ ନଦୀବନ୍ଧ, ଭୟଭୀତ ଅବସ୍ଥାରେ ନଦୀକୂଳିଆ ଗାଁଲୋକେ

19/05/2020 at 7:39 AM

ଚାନ୍ଦବାଲି ୧୯।୦୫: ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଅମ୍ପାନ୍ ପାଇଁ ଭୟଭୀତରେ ରହିଛନ୍ତି ।  ଚାନ୍ଦବାଲି ବ୍ଲକର ଆରଡ଼ି , ସୁନ୍ଦରପୁର, ନାନ୍ଦପୁର,ଧାମରା ଓ ଚଡ଼ଦିଆ ପଂଚାୟତ ବାସୀ ।  ବୈତରଣୀ ନଦୀ କୂଳରେ ରହିଛି ୨୪ଟି ଗଁ। । ଏପେଟ ମୁକୂଳା ପଡ଼ଛି ନଦୀବନ୍ଧ । ବୈତରଣୀ ନଦୀବନ୍ଧ ଦୁର୍ବଳ ଅବସ୍ଥାରେ ରହିଥିବା ଅବସ୍ଥାରେ ରହିଛି। ଗାଁ ନିକଟରେ ପ୍ରାୟ ୩ଶହ ଫୁଟର ନଦୀବନ୍ଧ ନଦୀ ମଧ୍ୟକୁ ଧସି ଯାଇଛି । ଆଗକୁ ଆସୁଛି ଅମାବାସ୍ୟ ତିଥି ଅନ୍ୟପଟେ ଆସୁଛି ସାମ୍ଭବ୍ୟ ସାମୁଦ୍ରିକ ଝଡ଼ ଅମ୍ପାନ । ସମୁଦ୍ର ମଧ୍ୟରୁ ଯଦି ଉଚ୍ଚ ଜୁଆର ଆସେ ତେବେ ଅଣାୟତ୍ତ ହେବ ନଦୀକୂଳରେ ବସବାସ କରୁଥିବା ଗ୍ରାମବାସୀ ।

ବାତ୍ୟା ପୂର୍ବରୁ ଲୋକଙ୍କ ଧନଜୀବୀନ ସୁରକ୍ଷା ପାଇଁ ଯଦିଓ ପ୍ରସାଶାନ ପକ୍ଷରୁ ଉଚ୍ଚ ସ୍ଥାନକୁ ଯିବାକୁ ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି । ହେଲେ ନଦୀ କୂଳରେ ବସବାସ କରୁଥିବା ଲୋକମାନେ ଗାଁରେ ପଡ଼ରିହିଛନ୍ତି । ସବୁପରେ ଆରଡ଼ି ଅଂଚଳରେ ୩ଟି ପଞ୍ଚାୟତରେ NDRF କିମ୍ବା ODRF ଟିମ୍‌ ନିୟୋଜିତ କରାଯାଇନି । ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି । 

   Related Posts