Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ବିୟର୍ ପିଅନ୍ତୁ ପତଳା ହୁଅନ୍ତୁ! ଜାଣନ୍ତୁ କେମିତି କମିବ ଓଜନ

9/04/2021 at 8:54 AM

ନୂଆଦିଲ୍ଲୀ ୦୯/୦୪: ଓଜନ କମାଇବା ପାଇଁ ଲୋକମାନେ କଠିନ ବ୍ୟାୟାମ କରନ୍ତି କିନ୍ତୁ ଯେତେବେଳେ ସେମାନେ ଆବଶ୍ୟକୀୟ ଫଳାଫଳ ନ ପାଆନ୍ତି, ସେତେବେଳେ ଅଜବ ଡାଏଟ୍ ଏବଂ ବିଭିନ୍ନ ଟେକନିକର ସାହାରା ନେଇ ଓଜନ କମାଇବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ, ଆପଣ କେବେ ବିୟର ପିଇ ଓଜନ କମାଇବାକୁ ଚିନ୍ତା କରିଛନ୍ତି କି? ନିକଟରେ ଜଣେ ବ୍ୟକ୍ତି ଦାବି କରିଛନ୍ତି, ସେ ବିୟର ପିଇ ୧୮ କିଲୋଗ୍ରାମ ଓଜନ କମାଇଛନ୍ତି ।

ଆମେରିକାର ସିନ୍ସିନାଟି ସହରର ବାସିନ୍ଦା ଡେଲ୍ ହଲ୍ କହିଛନ୍ତି, ସେ ଓଜନ କମାଇବା ପାଇଁ କେବଳ ଲିକ୍ୱିଡ୍ ଡାଏଟ୍ ଗ୍ରହଣ କରିଥିଲେ, ଯେଉଁଥିରେ ଚା, କଫି, ପାଣି ଏବଂ ବିୟର ଅନ୍ତର୍ଭୁକ୍ତ ଥିଲା । କିନ୍ତୁ ଏହି ସମୟ ମଧ୍ୟରେ ସେ କିଛି ଖାଇ ନଥିଲେ ଏବଂ ଜଙ୍କ ଫୁଡରୁ ମଧ୍ୟ ଦୂରେଇ ରହିଥିଲେ । ତେବେ ଏହି ସମୟରେ ଡାକ୍ତରମାନେ ତାଙ୍କୁ ନିରନ୍ତର ନଜର ରଖିଥିଲେ । ତାଙ୍କର ୪୬ ଦିନରେ, ୧୮ କିଲୋଗ୍ରାମ  ଓଜନ କମି ଯାଇଥିଲେ ।

PunjabKesari

ବାସ୍ତବରେ, ଡେଲ ନିଜେ ଏକ ବିୟର କମ୍ପାନୀ “୧୬ ଲଟ୍ ବ୍ରୁଇଂ କମ୍ପାନୀ” ରେ କାମ କରନ୍ତି । ସେ କହିଛନ୍ତି ଅଧିକ ‘କ୍ରାଫ୍ଟ ବିୟର’ ପିଉଥିଲେ । ସେ ଦିନର ସବୁଠାରୁ ଜରୁରୀ ମିଲ୍ ବ୍ରେକଫାଷ୍ଟ ମଧ୍ୟ କରୁଥିଲେ । ଦିନ ୨ ଟା ସମୟରେ ବିୟର ପିଉଥିଲେ ।

ଏହାପୂର୍ବରୁ, ସେ ଓଜନ କମାଇବା ପାଇଁ ଇଣ୍ଟରମିଟେଣ୍ଟ୍ ଫାଷ୍ଟିଙ୍ଗ୍ ବ୍ୟବହାର କରିଥିଲେ କିନ୍ତୁ ଏଥିରେ କୌ ଣସି ପରିବର୍ତ୍ତନ ହୋଇନଥିଲା । ତାଙ୍କୁ ଯେତେବେଳେ ଭୋକ ଲାଗୁଥିଲା ଖାଇବା ପରିବର୍ତ୍ତେ ସେ ବିୟର ପିଉଥିଲେ । ବେଳେବେଳେ କେବଳ ସବୁଜ ପନିପରିବା କିମ୍ବା କିଛି ହାଲୁକା ଖାଦ୍ୟ ଖାଇଥା’ନ୍ତି ।

PunjabKesari

ବିୟର ପିଇ ଡେଲ ହୁଏତ ଓଜନ କମ୍ କରିଛନ୍ତି, କିନ୍ତୁ ଏହା କୌଣସି ପ୍ରକାରେ ସୁସ୍ଥ ନୁହେଁ । ଓଜନ କମାଇବା ଏକ ଲମ୍ବା ପ୍ରକ୍ରିୟା, ଯାହାକୁ ସମ୍ପୂର୍ଣ୍ଣ ଭାବରେ ଅନୁସରଣ କରାଯିବା ଉଚିତ ।

   Related Posts