ଖୋର୍ଦ୍ଧା ସଦର ପୋଲିସ ଦ୍ବାରା ୭ ଡକାୟତ ଗିରଫ

Published By : Prameya-News7 Bureau | October 12, 2018 IST

ଖୋର୍ଦ୍ଧା ୧୧/୧୦: ଡକାୟତି ଉଦ୍ୟମ ବେଳେ ଖୋର୍ଦ୍ଧା ଓସିସି ଛକରୁ ଧରାପଡ଼ିଲେ ୭ ଡକାୟତ । ମାଡ଼ି ବସିଲା ଖୋର୍ଦ୍ଧା ସଦର ଥାନା ପୋଲିସ । ଗିରଫ ଡକାୟତଙ୍କ ପାଖରୁ ୨ଟି ପିସ୍ତଲ, ୮ଟି ଗୁଳି, ୧୭ଟି ବୋମା, ୭ ମୋବାଇଲ ଫୋନ୍ , ୫ଟି ବାଇକ୍  ଜବତ କରାଯାଇଛି ।  ନ୍ୟାସନାଲ ହାଇଓ୍ବେରେ ଡକାୟତି ଯୋଜନା କରୁଥିବା ବେଳେ ଏମାନଙ୍କୁ ଧରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.