Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଖୋର୍ଦ୍ଧା ସଦର ପୋଲିସ ଦ୍ବାରା ୭ ଡକାୟତ ଗିରଫ

12/10/2018 at 1:49 AM

ଖୋର୍ଦ୍ଧା ୧୧/୧୦: ଡକାୟତି ଉଦ୍ୟମ ବେଳେ ଖୋର୍ଦ୍ଧା ଓସିସି ଛକରୁ ଧରାପଡ଼ିଲେ ୭ ଡକାୟତ । ମାଡ଼ି ବସିଲା ଖୋର୍ଦ୍ଧା ସଦର ଥାନା ପୋଲିସ । ଗିରଫ ଡକାୟତଙ୍କ ପାଖରୁ ୨ଟି ପିସ୍ତଲ, ୮ଟି ଗୁଳି, ୧୭ଟି ବୋମା, ୭ ମୋବାଇଲ ଫୋନ୍ , ୫ଟି ବାଇକ୍  ଜବତ କରାଯାଇଛି ।  ନ୍ୟାସନାଲ ହାଇଓ୍ବେରେ ଡକାୟତି ଯୋଜନା କରୁଥିବା ବେଳେ ଏମାନଙ୍କୁ ଧରିଥିଲା ପୋଲିସ ।

   Related Posts