Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବୁଧବାରର ରାଶିଫଳ – ଏହା ଆପଣଙ୍କ ରାଶିର ଶୁଭ ରଙ୍ଗ

26/11/2019 at 8:46 PM

ଜ୍ୟୋତିର୍ବିଦ – ତ୍ରିନନ୍ଦନ ମିଶ୍ର

ମେଷ– ଅନ୍ୟ ଠାରୁ ପ୍ରେରଣା ମିଳିପାରେ।କର୍ମଜୀବୀ ମହିଳାଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇପାରେ।ସମାଜରେ ମାନ ସମ୍ମାନ ପାଇବେ। ଶୁଭରଙ୍ଗ କଫି।ଶୁଭଅଙ୍କ ୪।

ବୃଷ– ଆଗକୁ ବଢିବାର ଦିନଟିଏ।ପେସାରେ ଉନ୍ନତି ଓ ବ୍ୟବସାୟରେ ଲାଭହେବ। ନୂଆପ୍ରେମ ପ୍ରସଙ୍ଗ ରସମ୍ଭାବନା ଅଛି।ମହିଳାମାନେ ସ୍ୱାସ୍ଥ୍ୟ ପୀଡା ଭୋଗ କରିବେ।ଶୁଭରଙ୍ଗ ଲାଲ।ଶୁଭ ଅଙ୍କ ୩।

ମିଥୁନ – ସାମାଜିକ କାର୍ଯ୍ୟ କରିବାର ଅବସର ମିଳିବ।ସନ୍ଧ୍ୟା ସୁଦ୍ଧା ଭଲ ଖବର ପାଇବେ। ପରିବାର ଲୋକଙ୍କ ସହିତ ଭଲରେ ସମୟ ବିତିବ।ଶୁଭରଙ୍ଗ ପିଙ୍କ୍।ଶୁଭ ଅଙ୍କ ୨।

କର୍କଟ–ବ୍ୟକ୍ତିତ୍ୱ ଓ ଜୀବନଶୈଳୀରେ ପରିବର୍ତ୍ତନ ହୋଇପାରେ।ବ୍ୟବସାୟିକ କାମରେ ଦୂର ସ୍ଥାନକୁ ଯାତ୍ରା କରିବେ।ଜୀବନସାଥୀଙ୍କ ଠାରୁ ଉପହାର ପାଇବେ।ଶୁଭ ରଙ୍ଗ ଧୂସର।ଶୁଭ ଅଙ୍କ ୧।

ସିଂହ –ମିତ୍ରଙ୍କ ସହଯୋଗ ପାଇ ଶତ୍ରୁଙ୍କୁ ପରାଜିତ କରିବେ। ଅଚାନକ ଧନ ପ୍ରାପ୍ତି ହେବ।ମହିଳାଙ୍କୁ ନିଯୁକ୍ତି ସୁଯୋଗ ମିଳିପାରେ।ଶୁଭ ରଙ୍ଗ କଫି।ଶୁଭ ଅଙ୍କ ୪।

କନ୍ୟା –ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁ ତକରିବେ ଏବଂ ସଫଳତା ପାଇଁ ପ୍ରୟାସ କରିବେ। ଭଲ ଖବର ପାଇବେ।ବନ୍ଧୁଙ୍କ ସହିତ ସଂପର୍କ ଆହୁରି ବଢିବ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୫।

ତୁଳା–ଲୋକଙ୍କ ବିଶ୍ୱାସ ଭାଜନ ହେବେ।କାର୍ଯ୍ୟକ୍ଷେତ୍ରରେ ସକ୍ରିୟ ରହିବେ।ସରକାରୀ କାମରେ କାହାରି ସାହାଯ୍ୟ ମିଳିପାରେ। ପିଲାମାନେ ପାଠ ପଢାରେ ମନ ଦେବେ। ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୭।

ବିଛା– ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ନିଜ ଯୋଜନାରେ ପରିବର୍ତ୍ତନ କରିବାକୁ ପଡିପାରେ। ଆର୍ଥିକ ମାମଲାରେ ବୁଦ୍ଧିମତ୍ତାର ସହକାମ କରନ୍ତୁ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୮।

ଧନୁ –ଉତ୍ସାହିତ ରହିବେ।ବ୍ୟବସାୟରେ ବଡ ସଉଦାର ଅଂଶୀଦାର ହୋଇପାରନ୍ତି । ବିଜ୍ଞାନ ଛାତ୍ରଙ୍କଲାଗି ଦିନଟି ଅନୁକୂଳ । ଭାଇଭାଇ ମଧ୍ୟରେ ବିବାଦ ହୋଇପାରେ।ଶୁଭ ରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୨।

ମକର–ଶୁଭସୂଚନା ପାଇବେ।ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହୋଇପାରେ।ରାଜନୀତିରେ ଆଧିପତ୍ୟ ବଢିବ। ପରିବାରରେ ବୟସ୍କ ଲୋକମାନଙ୍କ ସ୍ୱାସ୍ଥ୍ୟଖରାପ ହୋଇପାରେ।ଶୁଭରଙ୍ଗ ପିଙ୍କ୍।ଶୁଭ ଅଙ୍କ ୬।

କୁମ୍ଭ  -ସପରିବାର ଧର୍ମସ୍ଥାନକୁ ଯାତ୍ରାରେ ଯିବେ।ସୁସମ୍ବାଦ ପାଇବେ।ପ୍ରେମ ପ୍ରସଙ୍ଗରେ ସବୁକିଛି ଭଲ ରହିବ।ବ୍ୟବସାୟରେ ଲାଭହେବାର ସମ୍ଭାବନା ଅଛି।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୩।

ମୀନ – ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କୌଣସିବଡ ନିର୍ଣ୍ଣୟ ନେଇପାରନ୍ତି।ବନ୍ଧୁଙ୍କ ସାହାଯ୍ୟରେ କାମ ପୂରାହେବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୬।

   Related Posts