ଆଜିର ରାଶିଫଳ

Published By : Prameya-News7 Bureau | September 07, 2019 IST

wp:paragraph {"align":"left"}

ରାଶିଫଳ
ମେଷ– ଆଜିକାର୍ଯ୍ୟବ୍ୟସ୍ତତାକାରଣରୁ ଅଧିକାଂଶସମୟ ମନ ଅସ୍ଥିରରହିବ।ସଭାସମିତି,ଆନୁଷ୍ଠାନିକ ଓ ସାଙ୍ଗଠନିକକାର୍ଯ୍ୟରେ ପ୍ରଶଂସିତହେବେ। ପରିବାରରେ ପିଲାଙ୍କସମସ୍ୟାବିଷୟନେଇମାନସିକସ୍ଥିତିବିପନ୍ନ ରହିପାରେ।ଶୁଭରଙ୍ଗଧଳା।ଶୁଭ ଅଙ୍କ ୩।


ବୃଷ– ଆଶାକରିଥିବା ଦିଗରୁ ଅର୍ଥଲାଭସାଙ୍ଗକୁକାର୍ଯ୍ୟସିଦ୍ଧିଘଟିବ।ବନ୍ଧୁଗହଣରେ ଅପ୍ରିୟସତ୍ୟଭାଷଣରୁସମସ୍ୟାସୃଷ୍ଟିର ଆଶଙ୍କାରହିଛି।କଚେରିମାମଲାକ୍ଷେତ୍ରରେସନ୍ତୋଷଜନକ ଫଳ ପାଇବେ। ପରିବହନ କ୍ଷେତ୍ରରେ ଆଶା ପୁରନ ହୋଇଯିବ।ଶୁଭରଙ୍ଗହଳଦିଆ।ଶୁଭ ଅଙ୍କ ୧।


ମିଥୁନ -କୌଣସି ନୂତନ କାର୍ଯ୍ୟରେହାତ ଦେବାକୁସ୍ଥିରକରିବେ।ସ୍ୱାର୍ଥସାଧନା ମାନସରେମିତ୍ରମାନେ ପ୍ରଶଂସାକରିପାରନ୍ତି। ପାରିବାରିକସମସ୍ୟାସମାଧାନ ଓ କଳା,ସାହିତ୍ୟ,ସାମ୍ବାଦିକତା ଓ ରଚନାତ୍ମକକାର୍ଯ୍ୟରେ ଅଗ୍ରଗତିଘଟିବ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୯।


କର୍କଟ–ଅତୀତକଥାକୁଚିନ୍ତାକରିକୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ଅଫିସ୍ରେମିଥ୍ୟା ଅଭିଯୋଗସକାଶେ ଅନ୍ୟ ଉପରେବିରକ୍ତି ପ୍ରକାଶକରିପାରନ୍ତି। ଋଣ ସୂତ୍ରରେ ଅର୍ଥ ଲାଭକରିବେ ଓ ବାଣିଜ୍ୟରେଉନ୍ନତିଘଟିବ।ଶୁଭରଙ୍ଗକଫି।ଶୁଭ ଅଙ୍କ ୭।


ସିଂହ –କର୍ମକ୍ଷେତ୍ରରେକେତେକସାମାନ୍ୟଭୁଲ୍ରୁକାମଗୁଡିକବିଶୃଙ୍ଖଳିତହୋଇପାରେ।କରଜଦାତାଙ୍କଚାପ ବୃଦ୍ଧି ପାଇବାରୁମାନସିକଭାରସାମ୍ୟହରାଇପାରନ୍ତି। ଘର କଥା ମନକୁବେଶି ଆନ୍ଦୋଳିତକରିବାସଙ୍ଗକୁ ନୂତନ ଦାୟିତ୍ୱହାତକୁନେବାକୁ ପଡିପାରେ।ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୨।


କନ୍ୟା – ପାରିବାରିକ ପରିସ୍ଥିତିଗମ୍ଭିରରହିବଏବଂକ୍ରୋଧବଶତଃ ପ୍ରତିକ୍ରିୟାହଠାତ୍ ପ୍ରକାଶକଲେ ପରିସ୍ଥିତିବେଶୀବିଗିଡିଯିବ। ଆତ୍ମୀୟମାନଙ୍କସହସଦ୍ଭାବ ଅକ୍ଷୁଣ୍ଣ ରହିବାହେତୁସାମାନ୍ୟମାନସିକଶାନ୍ତିଲାଭକରିପାରନ୍ତି।ଶୁଭରଙ୍ଗ ନାରଙ୍ଗୀ।ଶୁଭ ଅଙ୍କ ୫।


ତୁଳା- ଶରୀରଚର୍ଚ୍ଚାର ଅଭାବ ଓ ଅବହେଳାଜନିତସ୍ୱାସ୍ଥ୍ୟସମସ୍ୟାମନକୁଭାରାକ୍ରାନ୍ତ କରିବ।ଗୃହସମସ୍ୟା ଆନୁଷ୍ଠାନିକକାମ, ଯାନ୍ତ୍ରିକଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।ବିବାଦୀୟବ୍ୟକ୍ତିଙ୍କସହସମ୍ପର୍କକୁକେନ୍ଦ୍ରକରି ପରିବାରରେ ଅଶାନ୍ତିବୃଦ୍ଧି ପାଇପାରେ।ଶୁଭରଙ୍ଗକଫି।ଶୁଭ ଅଙ୍କ ୧।


ବିଛା–ଅନ୍ୟମାନଙ୍କ ଦ୍ୱାରା ପ୍ରତାରିତହୋଇମାନସିକସ୍ତରରେ କଷ୍ଟ ଅନୁଭବକରିପାରନ୍ତି।କୌଣସି ଆନୁଷ୍ଠାନିକ ଅଥବାସାମାଜିକକାର୍ଯ୍ୟରେଯୋଗଦେବାରସୁଯୋଗଜୁଟିପାରେ। ଦିନଟି ପରିଶ୍ରମକରି ଆଶାନୁଯାୟୀସନ୍ତୋଷଜନକହେବ ନାହିଁ।ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୮।


ଧନୁ – ପ୍ରତ୍ୟେକ ପରିସ୍ଥିତିରେମନରବଳକୁଟାଣକରିଏବଂଜିଦ୍ରେ ଅଟଳରହିଲେସମସ୍ୟାବଢିଯାଇପାରେ। ମନ ଭିତରେବସାବାନ୍ଧିରହିଥିବା ଆଶା ପୂରଣହେବାରେଜଣେବନ୍ଧୁସାହାର୍ଯ୍ୟକରିବେଏବଂଶାରୀରିକ ଅସୁସ୍ଥତା ଅନୁଭବକରିପାରନ୍ତି।ଶୁଭରଙ୍ଗକଳା।ଶୁଭ ଅଙ୍କ ୬।


ମକର–ବନ୍ଧୁଙ୍କ ପରାମର୍ଶରେ ନୂତନ ଯୋଜନାସକାଶେ ମନ ବଳାଇକାର୍ଯ୍ୟାରମ୍ଭ କରିପାରନ୍ତି।କ୍ରୟବିକ୍ରୟକ୍ଷେତ୍ରରେସତର୍କ ନ ହେଲେଠକାମିରେ ପଡିବାର ଆଶଙ୍କାରହିଛି। ପୁରାଣ ପାଠସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତିରୁଚିବଳିପାରେ।ଶୁଭରଙ୍ଗଗୋଲାପୀ।ଶୁଭ ଅଙ୍କ ୪।


କୁମ୍ଭ -ଆଲୋଚନା ପରିସରରେବିବାଦୀୟମନ୍ତବ୍ୟ ଦେଇ ଶତ୍ରୁତା ଅର୍ଜନ କରିପାରନ୍ତି। ପାରିବାରିକକ୍ଷେତ୍ରରେଭାବପ୍ରବଣତାଯୋଗୁମନୋବଳକ୍ରମଶଃହ୍ରାସ ପାଇବ।ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେସଫଳତାହାସଲକରିବେ।ଶୁଭରଙ୍ଗକ୍ରୀମ।ଶୁଭ ଅଙ୍କ ୯।


ମୀନ - ଆଜି ଆପଣ ପରିବାରସକାଶେଗୁରୁତ୍ୱପୂର୍ଣ୍ଣକାମଟିହାସଲକରିବାକଷ୍ଟକରହୋଇପଡିବ।କର୍ମକ୍ଷେତ୍ରରେସହକର୍ମୀକିମ୍ବାବନ୍ଧୁମାନଙ୍କସହାୟତାରୁମୂଲ୍ୟବାନ ଦ୍ରବ୍ୟଲାଭହୋଇପାରେ। ଆକସ୍ମିକଭାବରେ ଦୂରଯାତ୍ରାରସୁଯୋଗ ପାଇବେ।ଶୁଭରଙ୍ଗଗାଢ ନୀଳ।ଶୁଭ ଅଙ୍କ ୧।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.