ଅମିତାଭ ବଚ୍ଚନଙ୍କୁ ମିଳିବ 'ଦାଦା ସାହେବ ଫାଲକେ' ଆଓ୍ବାର୍ଡ

Published By : Prameya-News7 Bureau | September 24, 2019 IST

ନୂଆଦିଲ୍ଲୀ୨୪|୯: ବଲିଉଡରେ ଦୀର୍ଘଦିନ ଧରି ଦର୍ଶକଙ୍କ ମନରଞ୍ଜନ କରିଆସୁଥିବା ଅମିତାଭ ବଚ୍ଚନଙ୍କୂୁ ମିଳିବ 'ଦାଦା ସାହେବ ଫାଲକେ' ଆଓ୍ବାର୍ଡ। ଏନେଇ ବଲିଉଡର ଅନ୍ୟ କଳାକାରମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ମଧ୍ୟ ଟ୍ବିଟକରି ଅମିତାଭଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସିନେମା ଜଗତରେ ଏହା ସର୍ବୋଚ୍ଚ ପୁରସ୍କାର। ଏହି ପୁରସ୍କାର ପାଇଁ ଅମିତାଭ ବଚ୍ଚନଙ୍କ ନାଁ ଚୟନ କରାଯାଇଛି।

wp:core-embed/twitter {"url":"https://twitter.com/PrakashJavdekar/status/1176491780101017600","type":"rich","providerNameSlug":"twitter","className":""}
https://twitter.com/PrakashJavdekar/status/1176491780101017600
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.