ଦାଦନ ଖଟିବାକୁ କେରଳ ଯାଇଥିବା ପଦ୍ମନ ଖୋଜ ଖବର ନାହିଁ
23/08/2018 at 5:47 PM

ସ୍ଥାନୀୟ ଅଂଚଳରେ କାମ ଧନ୍ଦା ବୋଲି କିଛି ମିଳିଲାନି।ଘରେ ୭ ପ୍ରାଣୀ କୁଟୁମ୍ବ ।ତେଣୁ ଦଲାଲ କଥାରେ ପଡି ଦାଦନ ଖଟିବାକୁ ସୁଦୁର କେରଳ ଚାଲିଗଲେ କୋରାପୁଟ କୁନ୍ଦୁରା ଦିଗାପୁରର ପଦ୍ମନ ଗୌଡ । ଯିବାର ୨ ମାସ ହେଲାଣି । ଯିବା ପରଠାରୁ ପଦ୍ନନଙ୍କର ପରିବାର ସହ କୌଣସି ଯୋଗାଯୋଗ ନାହିଁ । ଆଉ ଏହି ସମୟରେ କେରଳରେ ପ୍ରଳୟଙ୍କାରୀ ବନ୍ୟା ଆସିଥିବାରୁ ପୁଅକୁ ନେଇ ଚିନ୍ତାରେ ବୃଦ୍ଧ ବାପା ମା ।
Related Posts
ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
13 April 2021