ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ ସରକାର କମାଇଲେ ଉତ୍ପାଦ ଶୁକ୍ଳ ! ଏବେ ୧୦ ଟଙ୍କା ଯାଏଁ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ
  • ||

ଦାଦନ ଖଟିବାକୁ କେରଳ ଯାଇଥିବା ପଦ୍ମନ ଖୋଜ ଖବର ନାହିଁ

23/08/2018 at 5:47 PM

ସ୍ଥାନୀୟ ଅଂଚଳରେ କାମ ଧନ୍ଦା ବୋଲି କିଛି ମିଳିଲାନି।ଘରେ ୭ ପ୍ରାଣୀ କୁଟୁମ୍ବ ।ତେଣୁ ଦଲାଲ କଥାରେ ପଡି ଦାଦନ ଖଟିବାକୁ ସୁଦୁର କେରଳ ଚାଲିଗଲେ କୋରାପୁଟ କୁନ୍ଦୁରା ଦିଗାପୁରର ପଦ୍ମନ ଗୌଡ । ଯିବାର ୨ ମାସ ହେଲାଣି । ଯିବା ପରଠାରୁ ପଦ୍ନନଙ୍କର ପରିବାର ସହ କୌଣସି ଯୋଗାଯୋଗ ନାହିଁ । ଆଉ ଏହି ସମୟରେ କେରଳରେ ପ୍ରଳୟଙ୍କାରୀ ବନ୍ୟା ଆସିଥିବାରୁ ପୁଅକୁ ନେଇ ଚିନ୍ତାରେ ବୃଦ୍ଧ ବାପା ମା ।

   Related Posts