ଭୁବନେଶ୍ବରରେ ଡକାୟତି : ଭଡାଟିଆଙ୍କୁ ଆକ୍ରମଣ କରି ଲୁଟି ନେଲେ ଟଙ୍କା ଓ ସୁନାଗହଣା

Published By : Prameya-News7 Bureau | February 27, 2019 IST

 ଭୁବନେଶ୍ବର ୨୭/୨: ପଟିଆ କାନନବିହାର ଫେଜ-୧ରେ ଡକାୟତି ହୋଇଛି। ଡକାୟତମାନେ ଭଡାଟିଆଙ୍କୁ ଆକ୍ରମଣ କରି ଲୁଟି ନେଇଛନ୍ତି ଟଙ୍କା ଓ ସୁନାଗହଣା। ଭଡାରେ ରହୁଥିବା ସୁଧାକର ଦାଶଙ୍କୁ ଆକ୍ରମଣ ହୋଇଛି।ଡକାୟତଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇଛି। ପୋଲିସ୍ ତଦନ୍ତ ଚଳାଇଛି।

{"id":89168,"width":595,"height":1082}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.