Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୯୬୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୪୬ ଡିସଚାର୍ଜ
  • ||
  • ବଶବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ପ୍ରସ୍ତାବ ଦେଲେ ୟେଦିୟୁରପ୍ପା
  • ||
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ରାଜଧାନୀରେ ଡେରା ପକାଇଛନ୍ତି ବାହାର ରାଜ୍ୟର ଡକାୟତ

11/06/2018 at 9:34 AM

ରାଜଧାନୀରେ ଡେରା ପକାଇଛନ୍ତି ବାହାର ରାଜ୍ୟର ଡକାୟତ । ଦିନରେ ବେଲୁନ୍ ବିକ୍ରି ଏବଂ ଅଧ ରାତିରେ ଚୋରି କରିବା ହେଉଛି ଏମାନଙ୍କ କାମ । ଶନିବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ଡକାୟତି ଉଦ୍ୟମ ବେଳେ ଜଣକୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ଅନ୍ୟ ୫ଜଣ ଫେରାର ହୋଇ ହୋଇଯାଇଛନ୍ତି । ରାତି ପ୍ରାୟ ୨ଟା ୧୫ରେ ଜାଗମରା ସିଦ୍ଧିବିହାର ପ୍ଲଟ ନମ୍ବର-୬ରେ ରହୁଥିବା ଉର୍ବଶୀ ଟେଣ୍ଟ ହାଉସ ମାଲିକଙ୍କ ଘରେ ପଶିଥିଲେ ୬ ଜଣ ଯୁବକ । ଘର ଲୋକ ଉଠି ପଡିବାରୁ ୬ଜଣ ଡକାୟତ ପାଚେରି ଡେଇଁ ଖସି ପଳାଇଥିଲେ । ଘର ଲୋକ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଥିବା ବେଳେ ଡକାୟତମାନେ ସେହି ସମ୍ମୁଖ ରାସ୍ତା ଦେଇ ଯିବା ଦେଖି ଲୋକେ ଜଣଙ୍କୁ କାବୁ କରିନେଇଥିଲେ । ନିର୍ଧୁମ ଛେଚିବା ପରେ ଖଣ୍ଡଗିରି ଥାନା ପୋଲିସର ଜିମା ଦେଇଛନ୍ତି । ଫେରାର ୫ ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଡାଉ କରୁଛି ପୋଲିସ ।

Leave a Reply

   Related Posts