ସଲମାନ ଖାନଙ୍କ ଅପକମିଙ୍ଗ୍ ଫିଲ୍ମ ଦବାଙ୍ଗ-୩ର ଆଉ ଏକ ଟିଜର ରିଲିଜ୍

Published By : Prameya-News7 Bureau | December 15, 2019 IST

 ମୁମ୍ବାଇ ୧୩।୧୨ - ସଲମାନ ଖାନଙ୍କ ଅପକମିଙ୍ଗ୍ ଫିଲ୍ମ ଦବାଙ୍ଗ-୩ର ଆଉ ଏକ ଟିଜର ରିଲିଜ୍ । ଫିଲ୍ମର ଟିଜରକୁ ସଲମାନ ନିଜ ଟ୍ବିଟର ହାଣ୍ଡେଲରେ ସେୟାର କରିଛନ୍ତି । ଯେଉଁଥିରେ ସଲମାନଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିଛି । ଟିଜରକୁ ଦର୍ଶକ ଭଲ ରେସପନ୍ସ ମିଳିଛି ।

wp:core-embed/twitter {"url":"https://twitter.com/BeingSalmanKhan/status/1206100589559418881","type":"rich","providerNameSlug":"twitter","className":""}
https://twitter.com/BeingSalmanKhan/status/1206100589559418881
/wp:core-embed/twitter

ଫିଲ୍ମରେ ସଲମାନଙ୍କ ସହ, ସୋନାକ୍ଷୀ ସିଂହ୍ନା, ପ୍ରୀତି ଜିଣ୍ଟା, ଅରବାଦ ଖାନ୍, ମାହି ଗିଲି ଏବଂ ଟିନୁ ଆନନ୍ଦଙ୍କୁ ଦେଖିବାକୁ ମିଳିବ ।  ଦବଙ୍ଗ-୩ ଆସନ୍ତା ୨୦ରେ ବଡ ପରଦାରେ ରିଲିଜ୍ ହେବ ।

{"id":198188,"sizeSlug":"large"}

ଏହି ଟ୍ରେଲରକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଫିଲ୍ମ ଦବଙ୍ଗ-୩ ଟ୍ରେଲର ସୋସିଆଲ ମିଡିଆରେ ଏବେ ଘୂରି ବୁଲୁଛି। ଏହି ଟ୍ରେଲରେ ରୋମାନ୍ସ​‌, କମେଡି ମଧ୍ୟ ଦେଖିବାକୁ ମିଳିଛି। ଟ୍ରେଲର ରିଲିଜ ପରେ ସଲମାନଙ୍କ ସାର୍ଟଲେସ୍‌ ଫଟୋର ପର୍ଦ୍ଦାଫାଶ ହୋଇଛି। ସୋସିଆଲ ମିଡିଆରେ କାହିଁକି ସଲମାନ ନିଜର ଫଟୋ ଓ ଭିଡିଓ  ଶେୟାର କରନ୍ତି ଏହି  ସଂପର୍କରେ ସେ କହିଛନ୍ତି।

wp:core-embed/instagram {"url":"https://www.instagram.com/p/BzYDl-cFFMJ/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/BzYDl-cFFMJ/?utm_source=ig_web_copy_link
/wp:core-embed/instagram

ଫିଲ୍ମ ଦବଙ୍ଗ-୩ରେ ସଲମାନ ବେୟାର ବଡିରେ ନଜର ଆସିଛନ୍ତି। ଫିଲ୍ମର ଟ୍ରେଲର ଲଞ୍ଚ ସମୟରେ ସଲମାନ ନିଜର ଖୋଲା ବଡ଼ିର ରାଜ ଖୋଲିଛନ୍ତି।

ଫିଲ୍ମରେ ଟ୍ରେଲର ଲଞ୍ଚ ବେଳେ ସେ କହିଛନ୍ତି  ଫିଲ୍ମରେ ତାଙ୍କ ବଡି ଦେଖି ବହୁତ ଜଣ ଭାବନ୍ତି କି ୟେ କେବଳ ଭିଏଫଏକ୍ସର କମାଲ। ପ୍ରକୃତରେ ଭାଇର ବଡି ଏମିତି ନୁହେଁ। ଚୁଲ୍‌ବୁଲ୍‌ ଚରିତ୍ର ପାଇଁ ସଲମାନଙ୍କୁ ବହୁତ ପରିଶ୍ରମ କରିବା ପାଇଁ ପଡ଼ିଛି। ଯେଉଁଥିରେ ସେ ବହୁତ ଝାଳ ବାହାର କରିଛନ୍ତି। ତେଣୁ ଦର୍ଶକ ଜାଣିବା ଦରକାର ଭାଇ କେତେ ମାତ୍ରାର ପରିଶ୍ରମ କରୁଛନ୍ତି।

wp:core-embed/instagram {"url":"https://www.instagram.com/p/BzkxGi9F3Rd/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/BzkxGi9F3Rd/?utm_source=ig_web_copy_link
/wp:core-embed/instagram

ଏହାପରେ ଫିଲ୍ମ ଦର୍ଶକଙ୍କ କଥା ସେ କହିଥିଲେ ଯେ ଦର୍ଶକଙ୍କୁ ଖାଲି ଦେଖିବାର ଅଛି ଚୁଲବୁଲ ପାଣ୍ଡେ ଶେଷରେ ଦବଙ୍ଗ ହେଉଛନ୍ତି କି ନାହିଁ। ଆସନ୍ତା ଡିସେମ୍ବର ୨୦ ତାରିଖରେ ଦବଙ୍ଗ-୩ ଫିଲ୍ମ ରିଲିଜ ହେବ। ପ୍ରଭୁଦେବା ନିର୍ଦେଶୀତ ଫିଲ୍ମରେ ସଲମାନ ଖାନ, ସୋନାକ୍ଷୀ ସିହ୍ନା, ସାଇ ମଞ୍ଜରେକରଳ ସୁଦୀପ କିଚ୍ଚା, ଅରବାଜ ଖାନ ଓ ମହେଶ ମଞ୍ଜରେକରଙ୍କୁ ପ୍ରମୁଖ ଭୂମିକାରେ ଦେଖିବା ପାଇଁ ମିଳିବ।

ବଲିଉଡ ଅଭିନେତା ସଲମାନ ଖାନ୍ ନିଜ ଫିଲ୍ମ ‘ଦବଙ୍ଗ ୩’ ପାଇଁ ବ୍ୟସ୍ତ ଅଛନ୍ତି। ଫିଲ୍ମର ସୁଟିଙ୍ଗ ନିକଟରେ ସମାପ୍ତ ହୋଇଛି। ସଲମାନ ଖାନ୍ ନିଜେ ଏକ ଭିଡିଓ ଜରିଆରେ ଏହା ଜଣାଇଛନ୍ତି। ଏବେ ଫ୍ୟାନମାନେ ସଲମାନଙ୍କ ଆସନ୍ତା ଇଦରେ ରିଲିଜ ହେଉଥିବା ଫିଲ୍ମକୁ ଅପେକ୍ଷା କରି ବସିଛନ୍ତି। ସମସ୍ତେ ସଲମାନଙ୍କ ଅଫିସିଆଲ ଆନାଉନ୍ସମେଣ୍ଟକୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ନାଁ ହେଉଛି ‘ରାଧେ’।

ଖାସ୍ କଥା ହେଉଛି ଏହା ଯେ ଏହି ଫିଲ୍ମରେ ସଲମାନ ଖାନ୍ ପୁଣି ଥରେ ଜଣେ ପୋଲିସ୍ ଅଫିସରଙ୍କ ଭୂମିକାରେ ନଜର ଆସିବେ। ଏହା ସହିତ କୁହାଯାଉଛି ଯେ ଫିଲ୍ମଟି ଏକ କୋରିଆନ ଫିଲ୍ମର ରିମେକ୍। ଏହି ଫିଲ୍ମର ନିଦ୍ଦେଶନା ଦେବେ ପ୍ରଭୁଦେବା। ଏବେ ଏହି ଫିଲ୍ମ ସମ୍ବନ୍ଧିତ ଏକ ନୂଆ ଖବର ସାମନାକୁ ଆସିଛି। କୁହାଯାଉଛି ଯେ ‘ଦବଙ୍ଗ ୩’ ପରେ ‘ରାଧେ’ରେ ସଲମାନଙ୍କ ପୋଲିସ୍ ଲୁକ୍ ସାମନାକୁ ଆସିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.