୪୦ ଫୁଟ ତଳକୁ ଖସିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ; ୩ ଗୁରୁତର

Published By : Prameya-News7 Bureau | November 11, 2018 IST

ବୌଦ୍ଧ ୧୧/୧୧ : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା | ୪୦ ଫୁଟ ତଳକୁ ଖସିଗଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ | ମାଧପୁର ଛକ ନିକଟସ୍ଥ ଯୋଗୀପଥର ଠାରେ ଗତକାଲି ବିଳମ୍ବିତ ରାତିରେ ଟ୍ରକଟି ରାସ୍ତାରୁ ତଳକୁ ଖସି ପଡିଥିଲା | ଫଳରେ ଡ୍ରାଇଭର ଓ ହେଲ୍ପର ସମେତ ୩ ଗୁରୁତର ଥିବା ଜଣାପଡିଛି | ଗୁରୁତରଙ୍କୁ ପ୍ରଥମେ ପୁରୁଣାକଟକ ଏବଂ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.