Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ଚାନ୍ଦବାଲିରେ ପ୍ରବଳ ବର୍ଷା ସାଙ୍ଗକୁ ଭୟଙ୍କର ଘୁର୍ଣ୍ଣିଝଡ଼ର ତାଣ୍ଡବ

24/10/2019 at 4:43 PM

ଚାନ୍ଦବାଲି୨୪|୧୦: ପ୍ରବଳ ବର୍ଷ। ସାଙ୍ଗକୁ ଘୁର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି ଚାନ୍ଦବାଲିରେ । ଚାନ୍ଦବାଲି ପାଂଚପଡ଼। ଗଁ।ରେ ଏହି ଘୁର୍ଣ୍ଣି ଝଡ଼ ପ୍ରବାହରେ ଘରଦ୍ବାର ଭାଙ୍ଗିବା ସହ ବିଜୁଳି ଖୁଣ୍ଟ , ତାର ଏବଂ  ଟ୍ରାନ୍ସଫର ମଧ୍ୟ ଉପୁଡ଼ି ଯାଇଛି । ସକାଳ ୮ ଟାରେ ଏକ ପ୍ରଚଣ୍ଡ ଶଦ୍ଧ ହେବା ସହ ଜୋରରେ ପବନ ବୋହି ଏକ ଘୁର୍ଣ୍ଣିଝଡ଼ର ରୂପ ନେଇଥିଲା ।

ମାତ୍ର କେଇ ମିନିଟ ମଧ୍ୟରେ ଘରଦ୍ବାର , ବଡ଼ବଡ଼ ଗଛ ଏବଂ ବିଜୁଳି ଖୁଂଟ ତାର ଓ ଟ୍ରାନ୍ସଫାମରକୁ ଉପାଡ଼ି ଦେଇଛି । ଏହି ଘୁର୍ଣ୍ଣି ଝଡ଼ରେ କୈଣସି ଜୀବନ ହାନୀ ହୋଇନଥିବା ବେଳେ ଲୋକଙ୍କର ବହୁ ପରିମାଣରେ କ୍ଷୟକ୍ଷତି ହୋଇଛି । 

   Related Posts