ଚାନ୍ଦବାଲିରେ ପ୍ରବଳ ବର୍ଷା ସାଙ୍ଗକୁ ଭୟଙ୍କର ଘୁର୍ଣ୍ଣିଝଡ଼ର ତାଣ୍ଡବ

Published By : Prameya-News7 Bureau | October 24, 2019 IST

ଚାନ୍ଦବାଲି୨୪|୧୦: ପ୍ରବଳ ବର୍ଷ। ସାଙ୍ଗକୁ ଘୁର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି ଚାନ୍ଦବାଲିରେ । ଚାନ୍ଦବାଲି ପାଂଚପଡ଼। ଗଁ।ରେ ଏହି ଘୁର୍ଣ୍ଣି ଝଡ଼ ପ୍ରବାହରେ ଘରଦ୍ବାର ଭାଙ୍ଗିବା ସହ ବିଜୁଳି ଖୁଣ୍ଟ , ତାର ଏବଂ  ଟ୍ରାନ୍ସଫର ମଧ୍ୟ ଉପୁଡ଼ି ଯାଇଛି । ସକାଳ ୮ ଟାରେ ଏକ ପ୍ରଚଣ୍ଡ ଶଦ୍ଧ ହେବା ସହ ଜୋରରେ ପବନ ବୋହି ଏକ ଘୁର୍ଣ୍ଣିଝଡ଼ର ରୂପ ନେଇଥିଲା ।

{"id":174206}
{"id":174207}

ମାତ୍ର କେଇ ମିନିଟ ମଧ୍ୟରେ ଘରଦ୍ବାର , ବଡ଼ବଡ଼ ଗଛ ଏବଂ ବିଜୁଳି ଖୁଂଟ ତାର ଓ ଟ୍ରାନ୍ସଫାମରକୁ ଉପାଡ଼ି ଦେଇଛି । ଏହି ଘୁର୍ଣ୍ଣି ଝଡ଼ରେ କୈଣସି ଜୀବନ ହାନୀ ହୋଇନଥିବା ବେଳେ ଲୋକଙ୍କର ବହୁ ପରିମାଣରେ କ୍ଷୟକ୍ଷତି ହୋଇଛି । 

{"id":174209}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.