Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଆଉ ଜଣେ ଟିଏମସି ବିଧାୟକଙ୍କ ପରଲୋକ
  • ||
  • ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା, ମାଳିସାହି ନିକଟରୁ ଉଦ୍ଧାର କଲା ପୋଲିସ
  • ||
  • ହତ୍ୟା କରି ଗଛରେ ଟାଙ୍ଗିଦେଲେ ! ସନ୍ଧ୍ୟାରେ ସାଙ୍ଗ ହୋଇ ମଦ ପିଇଲା ପରେ ଏମିତି ଘଟିଲା କ’ଣ ?
  • ||
  • ଯୁବକଙ୍କୁ ବୀଭତ୍ସ ହତ୍ୟା : ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୭୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ
  • ||
  • ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
  • ||
  • ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ||

ଘୃର୍ଣ୍ଣିଝଡକୁ ପୁରିଲା 40 ବର୍ଷ ; ମୃତକଙ୍କ ସ୍ମୁତୀ ଉଦେଷ୍ୟରେ ଗାଁରେ ଶୋକ ସଭା

16/04/2018 at 10:12 AM

ଘୃର୍ଣ୍ଣିଝଡ କୁ ପୂରିଛି 40 ବର୍ଷ । ମୃତକ ଙ୍କ ସ୍ମୁତୀ ଉଦେଷ୍ୟରେ ଗାଁ ଲୋକେ ଏକାଠି ହୋଇ ସ୍ମୁତୀ ସ୍ଥମ୍ବ ନିକଟରେ ମୃତକଙ୍କୁ ଜଣାଇଛ’ି ଶ୍ରଦ୍ଧାଳି । ଆଧ୍ୟାତ୍ମିତ ସଂଗଠକୁ ନେଇ ଆୟୋଜିତ ହୋଇଛି ସ୍ମୁତି ସଭା। ଆଜି ଗାଁର ସ୍କୁଲ ଛାତ୍ର ଛାତ୍ରି ଙ୍କ ଠାରୁ ଆରମ୍ଭକରି ଆବାଳ ବୃଦ୍ଧ ବନିତା ସଭିଏଁ ଏକାଠି ହୋଇଛ’ି ଗୋଯିଏ ଜାଗାରେ । ସମୟ ଗଡି ଯାଇଛି , ହଲେ ହଲେ ଘୃର୍ଣ୍ଣିଝଡର ସେ ତାଣ୍ଡବ କୁ ଆଜିମଧ୍ୟ ପାଷୋରି ପାରିନାହଁ’ି ହକେ ।

1978 ମସିହା ଏପ୍ରିଲ୍ 16 ତାରିଖ ଘସିପୁରା ବ୍ଲକ ଗଡବାନ୍ଧୋଗଡା ଗାଁ ଠାରେ ସନ୍ଧ୍ୟା ସମୟରେ ଆସିଥତ୍ବା ଘୁର୍ଣ୍ଣିଝଡର ସେ ତାଣ୍ଡବ ଦୃଷ୍ୟକୁ ମନେପଡିଲେ ଆଜିମଧ୍ୟ ଲୋମ ଟାଙ୍କୁରି ଉଠେ । କୌଣସି ପୂର୍ବ।ଭାସ ନଥାଇ , ହଠାତ୍ ଆସିଥତ୍ଲା ଝଡ । ଆଉ ନିମିଶକ ମଧ୍ୟରେ ଛାରଖାର କରି ଚାଲି ଯାଇଥତ୍ଲା । ଝଡ ତାଣ୍ଡବ ଥମିବାପରେ ଗାଁର ନକ୍ସା ବଦଳି ଯାଇଥତ୍ଲା । ପୋଖରୀକୁ ପାଣି, ପଙ୍କ ଓ ମାଛ ସବୁ ପଦାକୁ ବାହାରି ଆସିଥତ୍ଲେ ତ କେଉଠି ସଗଡ ଯାଇ ଗଛରେ ଝୁଲୁଥତ୍ଲା । ଏଥତ୍ରେ ମୋଟ ଗାଁ 183 ଜଣ ମୃତ୍ୟୁ ବରଣ କରିଥତ୍ବା ବଳେ ଆହତ ଙ୍କ ସଂଖ୍ୟା ଶହେରୁ ଅଧତ୍କ ଥତ୍ଲା । ପରିବାର ଉଜାଡି ଚାଲିଯାଇଥତ୍ଲା ଝଡ । କେଉ ପରିବାରରେ ପୁଅ ବାପକୁ ହରାଇଥତ୍ଲା ତ ଆଉ କେଉ ପରିବାରେ କେବଳ ମା- ପୁଅ ବଞ୍ଚି ରହିଥତ୍ବା ବଳେ ଘରର ଅନ୍ୟ ସଦଷ୍ୟ ମାନେ ମୃତ୍ୟୁ ବରଣ କରିଥତ୍ଲେ ।

Leave a Reply

   Related Posts