Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବାତ୍ୟା ‘ୟସ୍’ ଆଲର୍ଟ : ୨୫ ଟି ଟ୍ରେନ୍ ବାତିଲ କଲା ପୂର୍ବତଟ ରେଳପଥ

24/05/2021 at 7:23 AM

ନୂଆଦିଲ୍ଲୀ ୨୪/୫: ତଉତେ ପରେ ସାମ୍ଭାବ୍ୟ ବାତ୍ୟା “ୟସ”କୁ ନେଇ ସବୁଠି ହାଇ ଆଲର୍ଟ । ତେବେ ବାତ୍ୟା ପାଇଁ ନିୟୋଜିତ ଥିବା ଉଦ୍ଧାର ଏବଂ ରିଲିଫ କାରୀ ଦଳକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବାୟୁମାର୍ଗରେ ପଠାଯାଉଛି । ଏଥିପାଇଁ ପ୍ରତିରକ୍ଷା ବିମାନ ଏବଂ ନୌସେନା ଜାହାଜକୁ ସଜାଗ ରହିବାକୁ କୁହାଯାଇଛି । ଏହି ସମୟରେ, ପୂର୍ବ ରେଳବାଇ ୨୪ମେ ରୁ ୨୯ମେ ମଧ୍ୟରେ ୨୫ଟି ଟ୍ରେନ୍ ବାତିଲ କରିଛି ପୂର୍ବତଟ ରେଳପଥ ।

ରେଳବାଇ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି ରଦ୍ଦ ହୋଇଥିବା ସମସ୍ତ ୨୫ଟି ଟ୍ରେନର ତାଲିକା ମଧ୍ୟ ପ୍ରଦାନ କରିଛି । ବୁଧବାର ଦିନ ୟସ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବା ବୋଲି ସୂଚନା ରହିଛି । ଏହାର ସପ୍ତାହ ପୂର୍ବରୁ ପଶ୍ଚିମ ଉପକୂଳକୁ ଆସିଥିବା ‘ତାଉତେ’ ଘୂର୍ଣ୍ଣିବଳୟ ଧ୍ୱଂସାବଶେଷର କାହାଣୀ ଛାଡିଛି । ପାଣିପାଗ ବିଭାଗ (ଆଇଏମଡି) କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ମେ ୨୬ରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ “ସିଭିୟର ସାଇକ୍ଲୋନିକ ଷ୍ଟର୍ମ”ରେ ପରିଣତ ହୋଇ ବାତ୍ୟାର ରୂପ ନେବ ।

   Related Posts