ତିତିଲି ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ବର୍ଷ।
10/10/2018 at 12:07 PM

ଭଦ୍ରକ ୧୦/୧୦ : ସମ୍ଭାବ୍ୟ ବାତ୍ୟା ତିତିଲି ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ବର୍ଷ। । ବର୍ଷ। ସାଙ୍ଗକୁ ପବନ ବି ବୋହୁଛି । ଭଦ୍ରକ ସହରର ବାଗୁରାଇ ଠାରେ ଏକ ବର ଗଛ ରାସ୍ତା ଉପରେ ଶୋଇ ଯାଇଛି । ଫଳରେ ଜଗନ୍ନାଥପୁର-ଉପରବାଗୁରାଇ ମଧ୍ୟରେ ଯାତାୟତ ବନ୍ଦ ହୋଇଯାଇଛି । ଗଛଟି ବିଦ୍ୟୁତ ତାର ଉପରେ ପଡିଛି । ଉପର ବାଗୁରାଇ ଗାଁର ହଜାରେ ପରିବାରକୁ ବିଦ୍ୟୁତ ସଂଯୋଗ କଟିଯାଇଛି । ଭଦ୍ରକରେ ଏନଡିଆରଏଫର ୨୫ ଜଣିଆ ଟିମ ପହଂଚିଛ’ିଛନ୍ତି । କିଛି ସମୟ ମଧ୍ୟରେ ଏହି ଗଛକୁ ସେମାନେ ଯାଇ କାଟିକି ରାସ୍ତା ସଫା କରିବେ । ସେହିପରି ଜିଲ୍ଲାରେ ହାରାହାରି ୧୯ ମିଲି ମିଟର ବର୍ଷ। ହୋଇଛି । ତବେ ବାସୁଦେବପୁର ବ୍ଲକରେ ସର୍ବ।ଧିକ ୫୮ ମିଲି ମିଟର ବର୍ଷ। ହୋଇଥିବା ରେକର୍ଡ କରାଯାଇଛି ।
Related Posts
ଅଣ୍ଡରପାସିଂ ଖାଲରେ ବୁଡିଗଲେ ବ୍ୟକ୍ତି, ଚାଲିଗଲା ଜୀବନ
18 January 2021
ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
18 January 2021
ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଜଣକୁ ଅଟକ ରଖିଲା ପୋଲିସ
18 January 2021
ଜେସିବି ଇଞ୍ଜିନରୁ ୧୧ ଫୁଟର ଅଜଗର ଉଦ୍ଧାର
18 January 2021