ori homes
raja reels contest
raja reels contest
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଜୁନ୍ ୨ରୁ +୨ ଖାତାଦେଖା ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ
  • ||
  • ଉଦଳା : ସଂପର୍କରେ ଲାଗିଲା ରକ୍ତର ଛିଟା, ଭାଇକୁ ପିଟି ପିଟି ହତ୍ୟା କଲା ଭାଇ
  • ||
  • ବାରଙ୍ଗ : ନନ୍ଦନକାନନରେ ଆଫ୍ରିକୀୟ ସିଂହ ମୃତ, ବିଷାକ୍ତ ସାପ ଦଂଶନ ସନ୍ଦେହ
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ କୋଭିଡ୍ ପଜିଟିଭ୍
  • ||

ସାଇବର୍ ଠକଙ୍କୁ ସାବଧାନ : Mudda (20.08.2018)

20/08/2018 at 10:30 AM

ସାଇବର୍ ଠକେଇ । କାହାର ଲଟେରୀ ଉଠିଛି ବୋଲି କହି , ତ ଆଉ କାହାକୁ ବିଦେଶରେ ଜମା କରିବାକୁ କହି, ଲୋକଙ୍କୁ ଠକୁଥିଲେ । ହେଲେ ଫସିଗଲେ କମିଶନରେଟ୍ ପୋଲିସ୍ ଜାଲରେ । ଭୁବନେଶ୍ବରର ଏକ ହୋଟେଲରେ ରହି ଲୋକଙ୍କୁ ଠକିବାକୁ ସାଇବର୍ ଜାଲ ବିଛାଉଥିବା ୪ ଜଣ ଠକଙ୍କୁ ଧରିଛି କମିଶନରେଟ୍ ପୋଲିସ୍ । ସେମାନଙ୍କ ନିକଟରୁ ବିପୁଳ ବିଦେଶୀ ମୁଦ୍ରା ସହ ଲାପଟପ୍ ଓ ମୋବାଇଲ୍ ଜବତ ହୋଇଛି ।

   Related Posts