ସାଇବର୍ ଠକଙ୍କୁ ସାବଧାନ : Mudda (20.08.2018)
20/08/2018 at 10:30 AM

ସାଇବର୍ ଠକେଇ । କାହାର ଲଟେରୀ ଉଠିଛି ବୋଲି କହି , ତ ଆଉ କାହାକୁ ବିଦେଶରେ ଜମା କରିବାକୁ କହି, ଲୋକଙ୍କୁ ଠକୁଥିଲେ । ହେଲେ ଫସିଗଲେ କମିଶନରେଟ୍ ପୋଲିସ୍ ଜାଲରେ । ଭୁବନେଶ୍ବରର ଏକ ହୋଟେଲରେ ରହି ଲୋକଙ୍କୁ ଠକିବାକୁ ସାଇବର୍ ଜାଲ ବିଛାଉଥିବା ୪ ଜଣ ଠକଙ୍କୁ ଧରିଛି କମିଶନରେଟ୍ ପୋଲିସ୍ । ସେମାନଙ୍କ ନିକଟରୁ ବିପୁଳ ବିଦେଶୀ ମୁଦ୍ରା ସହ ଲାପଟପ୍ ଓ ମୋବାଇଲ୍ ଜବତ ହୋଇଛି ।