Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସକୁ ସ୍ୱତନ୍ତ୍ର ତାଲିମ

29/05/2018 at 11:20 AM

ସାଇବର ଅପରାଧ ରୋକିବାକୁ ତାଲିମ । କମିଶନରେଟ ପୋଲିସକୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । ପୋଲିସ କମିଶନର ୱାଇ.ବି ଖୁରାନିଆଙ୍କ ନେତୃତ୍ବରେ ଏହି ତାଲିମ କାର୍ଯ୍ୟକ୍ରମ କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଚାଲିଛି । ଏଥିରେ ବିଭିନ୍ନ ଥାନାର ଆଇଆଇସି, ଡିଏସ୍ପି ଓ ତଦନ୍ତକାରୀ ଅଧିକାରୀ ସାମିଲ ଅଛନ୍ତି । ନାବାଳକ ନାବାଳିକାମାନେ ସାଇବର ଅପରାଧରୁ କିଭଳି ନିଜକୁ ଦୂରେଇ ରଖିବେ ସେଥିପାଇଁ ଥାନାରେ ଅଧିକାରୀମାନେ ଉଦ୍ୟମ କରିବେ ।

Leave a Reply

   Related Posts