ରାଜଧାନୀରୁ ସାଇବର ଠକ ଗିରଫ, ଠକିଥିଲା କୋଟିଏରୁ ଅଧିକ

Published By : Prameya-News7 Bureau | August 25, 2019 IST

ଭୁବନେଶ୍ୱର - ରାଜଧାନୀରୁ ଜଣେ ସାଇବର ଠକକୁ କମିଶନରେଟ୍‌ ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଠକରନାମ ମନୋରଞ୍ଜନ ବିଶ୍ୱାଳ ।

ବିଟ୍‌ କଏନ୍‌ରେ ନିବେଶ ନାମରେ ମନୋରଞ୍ଜନ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ପ୍ରାୟ କୋଟିଏ ଟଙ୍କା ଠକେଇ ହୋଇଥିବା ପ୍ରାଥମକ ସୂଚନା ମିଳିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.