Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜଧାନୀରୁ ସାଇବର ଠକ ଗିରଫ, ଠକିଥିଲା କୋଟିଏରୁ ଅଧିକ

25/08/2019 at 9:29 PM

ଭୁବନେଶ୍ୱର – ରାଜଧାନୀରୁ ଜଣେ ସାଇବର ଠକକୁ କମିଶନରେଟ୍‌ ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଠକରନାମ ମନୋରଞ୍ଜନ ବିଶ୍ୱାଳ ।

ବିଟ୍‌ କଏନ୍‌ରେ ନିବେଶ ନାମରେ ମନୋରଞ୍ଜନ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ପ୍ରାୟ କୋଟିଏ ଟଙ୍କା ଠକେଇ ହୋଇଥିବା ପ୍ରାଥମକ ସୂଚନା ମିଳିଛି

   Related Posts