Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ନାବାଳିକାକୁ ବିବାହ କରାଇବା ଉଦ୍ୟମ, ଉଦ୍ଧାର କରିଲା ସିଡବ୍ଲୁସି

15/06/2019 at 4:27 PM

ଟିଟିଲାଗଡ ୧୫|୬: ଟିଟିଲାଗଡ ଥାନା ଅନ୍ତର୍ଗତ ଏକ ଗଁ।ରେ ଜଣେ ନାବାଳିକାକୁ ବିବାହ ଉଦ୍ୟମ କରୁଥିବା ବେଳେ ସିଡବ୍ଲୁସି ଉଦ୍ଧାର କରିଛି । ନାବାଳିକାର ବାପା ମା ପୂର୍ବରୁ ମୃତ୍ୟୁବରଣ କରିସାରିଥିବା ବେଳେ ନାବାଳିକା ଜଣକ ନିଜ ବଡ ଭଉଣୀ ଓ ଭିଣୋଇଙ୍କ ଘରେ ରହୁଥିଲା । ସମୋନେ ତାଙ୍କର ବିବାହ ନିକଟସ୍ତ ଏକ ଗାଁରେ ଠିକ୍ କରିଥିଲେ । ଆସନ୍ତା ୨୧ ତାରିଖ ଦିନ ହେବାର ଥିଲା କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ସିଡବ୍ଲୁସି ନାବାଳିକାକୁ ଉଦ୍ଧାର କରିବା ସହ ଆସନ୍ତା ସୋମବାର ଦିନ ସିଡବ୍ଲୁସିରେ ହାଜର କରାହେବ ବୋଲି କହିଛନ୍ତି । ଟିଟିଲାଗଡପୋଲିସ ମଧ୍ୟ ଉଭୟଙ୍କ ପରିବାରକୁ ଥାନାକୁ ଡକାଇ ବୁଝାସୁଝା କରିଛି ।

   Related Posts