Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଲ ମଝିରେ ଅଜଣା ମହିଳାଙ୍କ କଟାମୁଣ୍ଡ : ଗାଁଲୋକେ ଭୟଭୀତ

7/09/2019 at 9:19 AM

ମୟୁରଭଞ୍ଜ ୭/୯: ବିଲରେ ପଡିଛି ଅଜଣା ମହିଳାଙ୍କ କଟାମୁଣ୍ଡ। କରଞ୍ଜିଆ ଥାନା ପାଟୁଳିଡିହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସକାଳେ ଗାଁ ଲୋକେ କଟାମୁଣ୍ଡକୁ ଦେଖି ପୋଲିସକୁ ଖବର ଦେଇଥିଲେ। ହତ୍ୟା କରି କେହି ଦୁର୍ବୃତ୍ତ କଟାମୁଣ୍ଡକୁ ବିଲରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ତଦନ୍ତ କରୁଛି।

   Related Posts