କଟକ ନନ୍ଦି ସାହି ଅଞ୍ଚଳରେ ବ୍ୟବସାୟୀଙ୍କ ଠାରୁ ଲୁଟ ଘଟଣାର ପର୍ଦାଫାସ
18/08/2018 at 8:47 PM

କଟକ ନନ୍ଦି ସାହି ଅଞ୍ଚଳରେ ବ୍ୟବସାୟୀଙ୍କ ଠାରୁ ଲୁଟ ଘଟଣାର ପର୍ଦାଫାସ । ଶୁକ୍ରବାର ରାତିରେ ମୁଖ୍ୟ ଅଭିଯୁକ୍ତ ଚିକୁକୁ ଏନକାଉଣ୍ଟର କରିବା ସହ ୧୦ ଜଣଙ୍କୁ ଗିରଫ କରିଯାଇଛି । ଅଭିଯୁକ୍ତଙ୍କ ଠାରୁ ଲକ୍ଷାଧିକ ଟଙ୍କା ସହ ବନ୍ଧୁକ ଜବତ କରିଛି ପେ।ଲିସ ।