ବିଜେପିର ୧ ଟଙ୍କାରେ ଡାଲି, ଚାଉଳ, ଲୁଣ ପ୍ରତିଶ୍ରୁତିକୁ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମାଲେ।ଚନା

Published By : Prameya-News7 Bureau | April 14, 2019 IST

କଟକ ୧୪|୪: ବିଜେପିର ୧ ଟଙ୍କାରେ ଡାଲି, ଚାଉଳ, ଲୁଣ ପ୍ରତିଶ୍ରୃତିକୁ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମାଲେ।ଚନା । ଏହାକୁ ଆକାଶ କଇଁଆ ଚିଲିକା ମାଛ ବୋଲି କହିଛନ୍ତି ଭର୍ତ୍ତୃହରି । ବିଜେପି ନା କ୍ଷମତାକୁ ଆସିବ ନା ପ୍ରତିଶ୍ରୃତି ପାଳନ କରିବ ବୋଲି ତାତ୍ସଲ୍ୟ କରିଛନ୍ତି ଭର୍ତ୍ତୃହରି । ୨୦୧୪ରେ ବିଜେପି କ୍ଷମତାକୁ ଆସିଲେ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଘୋଷଣା କରିଥିଲା । ତାହା କରାଗଲା କି ବୋଲି ଭତ୍ତୃହରି ପାଲଟା ପ୍ରଶ୍ନ କରିଛନ୍ତି । ସେହିପରି ରାଜ୍ୟ ସରକାର ଆରମ୍ଭ କରିଥିବା ଆହାର ଯୋଜନାକୁ କେନ୍ଦ୍ରୀୟ ପିଏସୟୁ ଗୁଡିକ ସହାୟତା ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ଭର୍ତ୍ତୃହରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.