ଏସବିଆଇ ଏଟିଏମରୁ ଲୁଟ ଉଦ୍ୟମ ବିଫଳ

Published By : Prameya-News7 Bureau | July 29, 2018 IST

କଟକ ଜିଲ୍ଲା କିଶନନଗର ଥାନା ଗଡମା ବଜାରରେ SBI ATM ଭାଙ୍ଗି ଲୁଟ ଉଦ୍ୟମ।କିଶନନଗର ପୋଲିସ ନାଇଟ ପେଟ୍ରୋଲିଙ୍ଗ କରୁଥିବାବେଳେ ବ୍ୟାଙ୍କ ସାଇରନ ଶୁଣି ATM ପାଖରେ ପହଞ୍ଚି ଥିଲେ । ଲୁଟେରା ମାନେ ପୋଲିସ ଗାଡ଼ି ଦେଖି ପଳାଇ ଥିଲେ । ଘଟଣା ସ୍ଥଳରେ ବ୍ୟାଙ୍କ ଅଧିକାରୀ ଓ ପୋଲିସ ପହଁଚି ତଦନ୍ତ କରୁଛନ୍ତି । ତେବେ ATM ରୁ ଟଙ୍କା ଲୁଟ ହୋଇନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.