ori homes
raja reels contest
raja reels contest
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୯ କୋଭିଡ୍ ପଜିଟିଭ୍
  • ||

୬ଦଫା ଦାବି ନେଇ କଟକରେ ଅଗ୍ନିଶମ କର୍ମଚାରୀଙ୍କ ଧାରଣା

24/09/2018 at 12:10 PM

କଟକ ୨୪/୯ : ୬ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଗ୍ନିଶମ କର୍ମଚାରୀ | କଟକ ବକ୍ସିବଜାର ଅଗ୍ନିଶମ ସେବା କେନ୍ଦ୍ରରେ କର୍ମଚାରୀ ଧାରଣା ଦେଇଛନ୍ତି | ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା, ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ପେନସନ ପ୍ରଦାନ କରିବା, ଖାଲିଥିବା ପଦବୀ ପୂରଣ ଆଦି ଦାବିରେ ଧାରଣା ଦେଇଛନ୍ତି ଅଗ୍ନିଶମ କର୍ମଚାରୀ |

   Related Posts