୬ଦଫା ଦାବି ନେଇ କଟକରେ ଅଗ୍ନିଶମ କର୍ମଚାରୀଙ୍କ ଧାରଣା
24/09/2018 at 12:10 PM

କଟକ ୨୪/୯ : ୬ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଗ୍ନିଶମ କର୍ମଚାରୀ | କଟକ ବକ୍ସିବଜାର ଅଗ୍ନିଶମ ସେବା କେନ୍ଦ୍ରରେ କର୍ମଚାରୀ ଧାରଣା ଦେଇଛନ୍ତି | ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା, ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ପେନସନ ପ୍ରଦାନ କରିବା, ଖାଲିଥିବା ପଦବୀ ପୂରଣ ଆଦି ଦାବିରେ ଧାରଣା ଦେଇଛନ୍ତି ଅଗ୍ନିଶମ କର୍ମଚାରୀ |
Related Posts
ସାଙ୍ଗ ହେବ ତ ଏମିତି, ଭୂମିକମ୍ପରେ ବି ଏକାଠି
29 May 2022
ଫୁଲ ନୁହେଁ ସାପ ବରମାଳା, ଜୀବନ୍ତ ସାପ ପିନ୍ଧାଇ ବାହାଘର
29 May 2022