Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଅଧାବାଟରେ ଚାଲିଗଲା ପୁଅର ଜୀବନ
  • ||
  • ସୋର : ପୋଡିହୋଇ ମହିଳାଙ୍କ ମୁତ୍ୟୁ, ଘରଠାରୁ ୧୦୦ମି. ଦୂର କୁକୁଡା ଫାର୍ମ ପଛପଟୁ ଉଦ୍ଧାର ହେଲା ମୃତଦେହ
  • ||
  • ଲମତାପୁଟ : ନିଜକୁ ଗୁଳି କରି ବିଏସ୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା !
  • ||
  • ଖଲ୍ଲିକୋଟ : ଧାନ କିଣା ଯାଉନଥିବା ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ, ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ
  • ||
  • ପୁର : ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ମହାପ୍ରଭୁଙ୍କର ହେଲା ମହାସ୍ନାନ
  • ||
  • ଆଜିଠୁ ପୁରୀରେ ‘ମୋ ଧାମ ମୋ ଗର୍ବ’ କାର୍ଯ୍ୟକ୍ରମ, ପ୍ରତି ଶନିବାର ଚାଲିବ ବଡଦାଣ୍ଡ ସେବା
  • ||
  • ଧର୍ମଗଡ଼ : ବିବାହିତ ମହିଳାଙ୍କୁ ମାରି ପୋଡିଦେଲେ ! ଜଙ୍ଗଲରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ
  • ||
  • ଜଳେଶ୍ୱର : ପୂଜା ଭୋଜି ଓ ଭୋଗ ଖାଇ ୧୫୦ ଅସୁସ୍ଥ, ବିଭିନ୍ନ ମେଡିକାଲରେ ଚିକିତ୍ସା ଜାରି
  • ||
  • ଶେରଗଡ : ଭୟାବହ ଅଗ୍ନିକାଣ୍ଡ, ୯୦ ଛେଳି ଜୀଅନ୍ତା ଜଳିଗଲେ
  • ||

ପ୍ରସିଦ୍ଧ ଭଟ୍ଟାରିକା ପୀଠ ଛୁଇଁଲା ବନ୍ୟାଜଳ

30/08/2018 at 1:10 AM

କଟକ ୩୦/୮ : ମହାନଦୀରେ ଜଳ ବଢ଼ୁଥିବାରୁ କଟକର ପ୍ରସିଦ୍ଧ ଶକ୍ତିପୀଠ ଭଟ୍ଟାରିକା ପୀଠ ଜଳମଗ୍ନ ହୋଇରହିଛି | ମନ୍ଦିର ବେଢାରେ ବନ୍ୟାଜଳ ପ୍ରବାହିତ ହେଉଛି | ଅଧିକ ବନ୍ୟାଜଳ ଆସିଲେ ମନ୍ଦିର ଭିତରେ ପାଣି ପଶିବାର ଆଶଙ୍କା ଦେଖା ଦେଇଛି | ଯଦି ମନ୍ଦିରରେ ବନ୍ୟା ଜଳ ପ୍ରବେଶ ତେବେ ମା’ଙ୍କୁ ପାହାଡ ଉପରକୁ ସ୍ଥାନାଂତର କରାଯିବ | ଲଘୁଚାପ ଜନିତ ବର୍ଷା ଓ ଛତିଶଗଡ଼ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ଥର ବଢ଼ିବାରେ ଲାଗିଛି | ଯାହା ଯୋଗୁଁ ମନ୍ଦିର ବେଢାରେ ବର୍ଷା ପାଣି ପ୍ରବାହିତ ହେଉଛି |

   Related Posts