କଟକ ସହରରେ ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଛି ଇଦ୍ ଉଲ୍ ଜୁହା ପର୍ବ
22/08/2018 at 5:36 PM

ଆନନ୍ଦ ଉଲ୍ଲାସ ଓ ଶ୍ରଦ୍ଧାର ସହ କଟକ ସହରରେ ପାଳିତ ହୋଇଛି ଇଦ୍ ଉଲ୍ ଜୁହା ପର୍ବ । କଟକ ଇଦଗହା ପଡିଆରେ ହେ।ଇଥିଲା ସାମୁହିକ ନମାଜ ପାଠର ଆୟୋଜନ । ୫ ହଜାରରୁ ଅଧିକ ମୁସଲମାନ ଶ୍ରଦ୍ଧାଳୁ ନମାଜ ପାଠ କରିବା ସହିତ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।
Related Posts
ଅନ୍ୟ ଜିଲ୍ଲାକୁ ଚାଲାଣ ବେଳେ ୪ ଶିଶୁ ଶ୍ରମିକ ଉଦ୍ଧାର
2 March 2021