Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଲେ କଟକ ନୂଆ ଜିଲ୍ଲାପାଳ

9/08/2018 at 9:29 PM

କାର୍ଯ୍ୟରେ ଯୋଗ ଦେବା ପରେ ନୂଆ ଜିଲ୍ଲାପାଳ କଟକର ସବୁଠୁ ପୁରୁଣା ସମସ୍ୟା, ଜଳବନ୍ଦୀ ପ୍ରତିକାର ପାଇଁ ଅଣ୍ଟା ଭିଡିଛନ୍ତି । ବିଭାଗୀୟ ଅଧିକାରୀ ମାନଙ୍କ ସହ ସହରର ସମସ୍ୟା ପ୍ରଭାବିତ ଅଞ୍ଚଳ ବୁଲିଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ଚାଲି ଚାଲି ବୁଲିଥିଲେ ,ସମସ୍ୟା ଦେଖିଥିଲେ ଓ କାରଣ ନିରାକରଣ ନେଇ ଅଧିକାରୀ ମାନଙ୍କ ସହ ଆଲୋଚନା ବି କରିଥିଲେ । ନୂଆ ଜିଲ୍ଲାପାଳଙ୍କ ଏହି ପଦକ୍ଷେପ ଲୋକଙ୍କ ମଧ୍ୟରେ ଅନେକ ଆଶା ସୃଷ୍ଟି କରିଛି।

   Related Posts