ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଲେ କଟକ ନୂଆ ଜିଲ୍ଲାପାଳ

Published By : Prameya-News7 Bureau | August 09, 2018 IST

କାର୍ଯ୍ୟରେ ଯୋଗ ଦେବା ପରେ ନୂଆ ଜିଲ୍ଲାପାଳ କଟକର ସବୁଠୁ ପୁରୁଣା ସମସ୍ୟା, ଜଳବନ୍ଦୀ ପ୍ରତିକାର ପାଇଁ ଅଣ୍ଟା ଭିଡିଛନ୍ତି । ବିଭାଗୀୟ ଅଧିକାରୀ ମାନଙ୍କ ସହ ସହରର ସମସ୍ୟା ପ୍ରଭାବିତ ଅଞ୍ଚଳ ବୁଲିଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ଚାଲି ଚାଲି ବୁଲିଥିଲେ ,ସମସ୍ୟା ଦେଖିଥିଲେ ଓ କାରଣ ନିରାକରଣ ନେଇ ଅଧିକାରୀ ମାନଙ୍କ ସହ ଆଲୋଚନା ବି କରିଥିଲେ । ନୂଆ ଜିଲ୍ଲାପାଳଙ୍କ ଏହି ପଦକ୍ଷେପ ଲୋକଙ୍କ ମଧ୍ୟରେ ଅନେକ ଆଶା ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.