Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||

ସନ୍ଦିଗ୍ଧ ଆତଙ୍କବାଦୀ ଶେଖ୍ ଅବଦୁଲ ଲୁଚିବା ଘଟଣାରେ ପ୍ରତିକ୍ରିୟା ରଖି​‌ଲେ କଟକ ଡିସିପି

8/08/2018 at 1:38 PM

କଟକ ୮/୮ : ସନ୍ଦିଗ୍ଧ ଆତଙ୍କବାଦୀ ଶେଖ୍ ଅବଦୁଲ ନଇମ୍ ଓରଫ୍ ରେହାନ୍ ଓରଫ୍ ଅମଜାଦ ଲୁଚିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି । ଏନ୍ଆଇଏ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ଅନୁସାରେ ନଇମ୍ କଟକରେ ଲୁଚିବା ଘଟଣା ସମ୍ପର୍କରେ କମିଶନରେଟ୍ ପୁଲିସ ଅବଗତ ଅଛି ବୋଲି ଡିସିପି କହିଛନ୍ତି । ତେବେ ପେ।ଲିସ ତଦନ୍ତ ଚାଲିଛି । କିଛି ବି ସୁରାକ୍ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ସାଉଦି ଆରବର ରିୟାଦରେ ରହୁଥିବା ଆତଙ୍କୀ ଲିଙ୍କରେ ଗିରଫ ହବିବୁର୍ ରହମାର ଲସ୍କର ଆତଙ୍କବାଦୀ ନଇମକୁ କଟକରେ ଲୁଚାଇଥିଲା । ଏ ନେଇ ଦିଲ୍ଲୀର ପଟିଆଲାସ୍ଥିତ ସ୍ପେଶାଲ୍ କୋର୍ଟରେ ଏନ୍ଆଇଏ ଦାଖଲ କରିଥିବା ଚାର୍ଜସିଟରେ ଲସ୍କର-କଟକ ଲିଙ୍କ୍ କଥା ସାମ୍ନାକୁ ଆସିଥିଲା । ସେପଟେ ଗିରଫ ହବିବୁର ଗିରଫ ଘଟଣାରେ ଏନଆଇଏର ସହଯୋଗ ପାଇଁ ଏସ୍ ଟିଏଫର ଏକ ଟିମ ଦିଲ୍ଲୀ ଯିବ । ଏଥିପାଇଁ ଡିଆଇଜି ହିମାଂଶୁ ଲାଲଙ୍କ ନେତୃତ୍ବରେ ୫ ଜଣିଆ ଟିମ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି କ୍ରାଇମ୍ ବ୍ରାଞ୍ଚ ଏଡିଜି ।

   Related Posts