କଟକରେ ତେଲ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
24/05/2018 at 6:28 AM

କଟକରେ ତେଲ ଦର ବୃଦ୍ଧିକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ବିଭିନ୍ନ ପେଟ୍ରୋଲ ପମ୍ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | କଂଗ୍ରେସ ନେତାମାନେ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦେବା ସହ ପେଟ୍ରୋଲ ପକାଇବାକୁ ଆସିଥିବା ଲୋକଙ୍କୁ ସଚେତନ କରାଉଛନ୍ତି | ତେଲ ଦର ବୃଦ୍ଧିକୁ ନେଇ ଆସନ୍ତା ୨୮,୨୯,୩୦ ତାରିଖରେ ସବୁ ବ୍ଲକରେ ଆନ୍ଦୋଳନ କରିବା ବିଜେଡି |
Related Posts
ପିପିଲି ଉପନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ : CEO
3 March 2021