Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଟକ ସିଡିଏ ସେକ୍ଟର ୮ରେ ଥିବା ଏକ ଘରକୁ ବେଶ୍ୟାଳୟ ଘେ।ଷଣା

31/07/2018 at 4:51 PM

କଟକ ସିଡିଏ ସେକ୍ଟର ୮ରେ ଥିବା ଏକ ଘରକୁ ବେଶ୍ୟାଳୟ ଘେ।ଷଣା କରିବା ସହ ସିଲ୍ କରିଛି ମର୍କତନଗର ଥାନା ପୋଲିସ । ୟୁମୋରାଲ ଟ୍ରାଫିକିଂ ପ୍ରିଭେନ୍ସନ ଆକ୍ଟ ଧାରା ଅନୁସାରେ ଏହି ଘରକୁ ସିଲ କରିଛି ପୋଲିସ । ତେବେ ସହରର ଜନବସତି,ଧାର୍ମିକ ପୀଠ ଓ ଶିକ୍ଷାନୁଷ୍ଠାନ ଭଳି ସ୍ଥାନରେ ସେକ୍ସ ରାକେଟ ଚାଲୁଥିବା ଘରକୁ ଆଗୁକୁ ଆହୁରି ସିଲ କରାଯିବ ବୋଲି କହିଛନ୍ତି ଡିସିପି

   Related Posts