କଟକ ସିଡିଏ ସେକ୍ଟର ୮ରେ ଥିବା ଏକ ଘରକୁ ବେଶ୍ୟାଳୟ ଘେ।ଷଣା

Published By : Prameya-News7 Bureau | July 31, 2018 IST

କଟକ ସିଡିଏ ସେକ୍ଟର ୮ରେ ଥିବା ଏକ ଘରକୁ ବେଶ୍ୟାଳୟ ଘେ।ଷଣା କରିବା ସହ ସିଲ୍ କରିଛି ମର୍କତନଗର ଥାନା ପୋଲିସ । ୟୁମୋରାଲ ଟ୍ରାଫିକିଂ ପ୍ରିଭେନ୍ସନ ଆକ୍ଟ ଧାରା ଅନୁସାରେ ଏହି ଘରକୁ ସିଲ କରିଛି ପୋଲିସ । ତେବେ ସହରର ଜନବସତି,ଧାର୍ମିକ ପୀଠ ଓ ଶିକ୍ଷାନୁଷ୍ଠାନ ଭଳି ସ୍ଥାନରେ ସେକ୍ସ ରାକେଟ ଚାଲୁଥିବା ଘରକୁ ଆଗୁକୁ ଆହୁରି ସିଲ କରାଯିବ ବୋଲି କହିଛନ୍ତି ଡିସିପି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.