Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||

ଦେଖନ୍ତୁ- ରେଫ୍ରିଜିରେଟର ଭିତରେ ବସିପଡିଲା ଶିଶୁ, ବାହାରକୁ ଆସିବାକୁ କହିବାରୁ ପୁଲିସ ପିତାଙ୍କୁ ଦେଲା ଏପରି ଜବାବ

2/09/2019 at 3:27 PM

ସାରା ବିଶ୍ୱରେ ଏବେ ସାମାଜିକ ଗଣମାଧ୍ୟମରେ ଏକ ଶିଶୁର ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଛି। ଏହି ଶିଶୁଟି ଏକ ରେଫ୍ରିଜିରେଟର ମଧ୍ୟରେ ବସି ପଡିଥିବା ଦେଖିବାକୁ ମିଳିଛି। ଏହି ଶିଶୁର ପିତା ଜଣେ ପୁଲିସ କର୍ମଚାରୀ , ସେ ବଡ ବଡ ଅପରାଧୀଙ୍କୁ ଠିକ୍‌ କରି ଦେଇଛନ୍ତି। ମାତ୍ର ରେଫ୍ରିଜିରେଟର ମଧ୍ୟରେ ବସିଥିବା ଶିଶୁ ବାହାରିବା ପାଇଁ ନାରାଜ । ସେ ଓଲଟି ନିଜର ପିତାଙ୍କୁ ଖନେଇ ଖନେଇ ବଶ୍‌ ସିଧାସଳଖ ଭାବେ ବାହାରିବା ପାଇଁ ମନା କରିଦେଉଛି ।

ବହୁ ସମୟ ଚେଷ୍ଟା କରିବା ପରେ ଶିଶୁଟି ବାହାରକୁ ବାହରିଥିଲା । ଏବେ ବହୁ ସମୟ ପରେ କଷ୍ଟ କରିବା ପରେ ଶିଶୁ ଟି ବାହାରକୁ ବାହାରୁଛି। ଶିଶୁର ଏହି ସୁନ୍ଦର ତଥା ପିଲାଳିଆ କଥା ଯୋଗୁଁ ଭିଡିଓଟି ସମାଜାକ ଗଣମାଧ୍ୟମରେ ବହୁ ସଂଖ୍ୟାରେ ସେୟାର ହେବା ସହ ଅନେକ ଲୋକ ଏହା ଉପରେ ସୁନ୍ଦର ମନ୍ତବ୍ୟ ବା କମେଣ୍ଟ ଦେଇଛନ୍ତି ।

ଏହାକୁ ଆଇପିଏସ୍ ଏଚ୍ଏସ୍ ଧଲୀବାଲା ଟ୍ୱିଟ କରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ

   Related Posts