ଦେଖନ୍ତୁ- ରେଫ୍ରିଜିରେଟର ଭିତରେ ବସିପଡିଲା ଶିଶୁ, ବାହାରକୁ ଆସିବାକୁ କହିବାରୁ ପୁଲିସ ପିତାଙ୍କୁ ଦେଲା ଏପରି ଜବାବ

Published By : Prameya-News7 Bureau | September 02, 2019 IST

ସାରା ବିଶ୍ୱରେ ଏବେ ସାମାଜିକ ଗଣମାଧ୍ୟମରେ ଏକ ଶିଶୁର ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଛି। ଏହି ଶିଶୁଟି ଏକ ରେଫ୍ରିଜିରେଟର ମଧ୍ୟରେ ବସି ପଡିଥିବା ଦେଖିବାକୁ ମିଳିଛି। ଏହି ଶିଶୁର ପିତା ଜଣେ ପୁଲିସ କର୍ମଚାରୀ , ସେ ବଡ ବଡ ଅପରାଧୀଙ୍କୁ ଠିକ୍‌ କରି ଦେଇଛନ୍ତି। ମାତ୍ର ରେଫ୍ରିଜିରେଟର ମଧ୍ୟରେ ବସିଥିବା ଶିଶୁ ବାହାରିବା ପାଇଁ ନାରାଜ । ସେ ଓଲଟି ନିଜର ପିତାଙ୍କୁ ଖନେଇ ଖନେଇ ବଶ୍‌ ସିଧାସଳଖ ଭାବେ ବାହାରିବା ପାଇଁ ମନା କରିଦେଉଛି ।

{"id":152127}

ବହୁ ସମୟ ଚେଷ୍ଟା କରିବା ପରେ ଶିଶୁଟି ବାହାରକୁ ବାହରିଥିଲା । ଏବେ ବହୁ ସମୟ ପରେ କଷ୍ଟ କରିବା ପରେ ଶିଶୁ ଟି ବାହାରକୁ ବାହାରୁଛି। ଶିଶୁର ଏହି ସୁନ୍ଦର ତଥା ପିଲାଳିଆ କଥା ଯୋଗୁଁ ଭିଡିଓଟି ସମାଜାକ ଗଣମାଧ୍ୟମରେ ବହୁ ସଂଖ୍ୟାରେ ସେୟାର ହେବା ସହ ଅନେକ ଲୋକ ଏହା ଉପରେ ସୁନ୍ଦର ମନ୍ତବ୍ୟ ବା କମେଣ୍ଟ ଦେଇଛନ୍ତି ।

{"id":152130}

ଏହାକୁ ଆଇପିଏସ୍ ଏଚ୍ଏସ୍ ଧଲୀବାଲା ଟ୍ୱିଟ କରିଛନ୍ତି ।

{"id":152129}

ଦେଖନ୍ତୁ ଏହି ଭିଡିଓ -

wp:core-embed/twitter {"url":"https://twitter.com/hgsdhaliwalips/status/1167124466033233920","type":"rich","providerNameSlug":"twitter","className":""}
https://twitter.com/hgsdhaliwalips/status/1167124466033233920
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.