ପଟ୍ଟାମୁଣ୍ଡାଇରେ ହାଜତ ମୃତ୍ୟୁ ଅଭିଯୋଗ
18/09/2019 at 11:33 PM

ପଟ୍ଟମୁଣ୍ଡାଇ – ପଟ୍ଟାମୁଣ୍ଡାଇରେ ଜଣେ ଅଭିଯୁକ୍ତଙ୍କର ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଚୋରା ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ଅରଡପଲିର ସୁଶାନ୍ତ ବେହେରା ନାମକ ବ୍ୟକ୍ତିଙ୍କୁ ପୁଲିସ ଉଠାଇ ଆଣିଥିଲା । ଏହାପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଥିଲା। ଏହାର ବିରୋଧରେ ଶହ ଶହ ଗ୍ରାମବାସୀ ଥାନା ଘେରାଉ କରିଛନ୍ତି ।
ସୁଶାନ୍ତଙ୍କୁ ଚିକିତ୍ସା ପାଇଁ କଟକ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି । ହେଲେ ସୁଶାନ୍ତଙ୍କର ହାଜତରେ ମୃତ୍ୟୁ ହୋଇଥିବା ଓ ତାଙ୍କର ମୃତ୍ୟୁ ପାଇଁ ପୁଲିସଙ୍କୁ ପରିବାର ଲୋକ ଦାୟୀ କରିଛନ୍ତି ।
Related Posts
ଗୋଟିଏ ଫୋନ୍ କଲ୍, ଆକାଉଣ୍ଟରୁ ଗାଏବ ହୋଇଗଲା ୬୦ ହଜାର ଟଙ୍କା
26 February 2021
ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର, ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ଆଶଙ୍କା
26 February 2021