ଡାକ୍ତରଖାନାରେ ଅଭିଯୁକ୍ତକୁ ନିସ୍ତୁକ ମାଡ- ନବାଳିକାକୁ କରିଥିଲା ଅପହରଣ

Published By : Prameya-News7 Bureau | December 16, 2019 IST

ନୟାଗଡ ୧୬।୧୨ -  ଭାପୁର ନାବାଳିକା ଅପହରଣ ଘଟଣା   ମୂଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକର ଡାକ୍ତରୀ ପରୀକ୍ଷା ସମୟରେ ଗ୍ରାମବାସୀଙ୍କ ଆକ୍ରମଣ । ଆକ୍ରମଣରେ ସୁଶାନ୍ତ ଗୁରୁତର ।

{"id":198587,"sizeSlug":"large"}

 ଜଣେ ପୋଲିସ କର୍ମଚାରୀ ମଧ୍ଯ ଆହତ । ଡାକ୍ତରଖାନା ପରିସରରେ ଭଙ୍ଗାରୁଜା । ଉତ୍ୟକ୍ତ ଲୋକଙ୍କ ଟାୟାର ଜାଳି ରାସ୍ତା ରୋକ ।

{"id":198588,"sizeSlug":"large"}

ଗତ ଶନିବାର ଦିନ ଭାପୁର ବିଟ୍ ହାଉସ୍ ନିକଟରୁ ଜଣେ ନାବାଳିକାକୁ ଅପହରଣ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.