Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସିଟି ଓ ଜିଏସଟି ଟିମ୍ ପକ୍ଷରୁ ଚଢାଉ, ଧରାପଡିଲା ନନ୍ ଟ୍ରେଡ୍ ସିମେଣ୍ଟ ବୋଝେଇ ଟ୍ରକ୍

5/10/2020 at 1:28 PM

ଭଦ୍ରକ ୫।୧୦: ଭଦ୍ରକରେ ଧରାପଡିଲା ନନ୍ ଟ୍ରେଡ୍ ସିମେଣ୍ଟ ବୋଝେଇ ଟ୍ରକ୍ । ସିଟି ଓ ଜିଏସଟି ବିଭାଗ ପକ୍ଷରୁ ଚଢାଉ ବେଳେ ଏହି ସିମେଣ୍ଟ ବୋଝେଇ ଟ୍ରକଟି ଧରାପଡିଛି ।

ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟରେ ଗାଡିଟିକୁ ଅଟକାଇଥିଲେ । ସେଥିରେ ନନ୍ ଟ୍ରେଡ୍ ସିମେଣ୍ଟ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା । ସିଟି ଓ ଜିଏସଟି ବିଭାଗର ବାଲେଶ୍ବର ଟିମ୍ ଏହି ଚଢାଉ କରିଥିବା ସୂଚନା ମିଳିଛି । ୱେ ବିଲ୍ ନଥିବାରୁ ଗାଡିକୁ ଅଟକ ରଖିଥିବା ସୂଚନା ରହିଛି ।

   Related Posts