Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଅମ୍ବତି ରାୟୁଡୁଙ୍କ ବିସ୍ଫୋରକ ବ୍ୟାଟିଂ, ମୁମ୍ଵାଇକୁ ୨୧୯ ରନର ବିଶାଳ ଲକ୍ଷ୍ୟ ଦେଲା ଚେନ୍ନାଇ

1/05/2021 at 9:30 PM

ନୂଆଦିଲ୍ଲୀ ୦୧।୦୫: ଚଳିତ ଆଇପିଏଲ୍‌ରେ ବିଜୟ ରଥରେ ବସିଥିବା ଚେନ୍ନାଇ ସୁପରକିଙ୍ଗ୍ସ ୨୭ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ବିଶାଳ ବିଜୟ ଲକ୍ଷ୍ୟ ଦେଇଛି। ଅମ୍ବତି ରାୟୁଡୁଙ୍କ ବିସ୍ଫୋରକ ୭୨, ମୋଇନ ଅଲ୍ଲୀଙ୍କ ୫୮ ଓ ଫାଫ୍ ଡୁ ପ୍ଲେସିସ୍‌ଙ୍କ ୫୦ ରନ ଜରିଆରେ ଚେନ୍ନାଇ ୪ ଓ୍ଵିକେଟ୍  ହରାଇ ୨୧୮ ରନ କରିଛି। ମୁମ୍ବାଇ ସାମ୍ନାରେ ୨୧୯ରନର ବିଜୟ ଲକ୍ଷ୍ୟ ରହିଛି। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

   Related Posts