ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୁରୀ ଜିଲ୍ଲାପାଳ, ରଖିଲେ ପରିକ୍ରମା ପ୍ରକଳ୍ପର ସମ୍ପୂର୍ଣ୍ଣ ତଥ୍ୟ
  • ||
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ସ୍ପଷ୍ଟ ଦିବାଲୋକରେ ସୁନା ବ୍ୟବସାୟୀଙ୍କ ଗଳାକାଟି ହତ୍ୟା

4/09/2018 at 3:12 AM

ବୀଭତ୍ସ ହତ୍ୟାକାଣ୍ଡ । ସ୍ପଷ୍ଟ ଦିବାଲୋକରେ ସୁନା ବ୍ୟବସାୟୀଙ୍କ ଗଳାକାଟି ହତ୍ୟା । ଢ଼େଙ୍କାନାଳ ଟାଉନ ମୀନ ବଜାର ପଟ୍ଟନାୟକ ସାହିରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ମେଦିନିପୁର ଅଞ୍ଚଳର ମଣ୍ଟୁ ପାତ୍ର । ଢ଼େଙ୍କାନାଳ ଗାନ୍ଧୀମନ୍ଦିର ରେ।ଡରେ ଜଗନ୍ନାଥ ଜୁଏଲାରୀ ନାମରେ ତାଙ୍କର ଏକ ଗହଣା ଦୋକାନ ରହିଛି । ଆଜି ଦିନ ୨ଟା ବେଳେ ଘର ନିକଟରେ ହିଁ ବ୍ୟବସାୟୀଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ତେବେ କିଏ ଏବଂ କାହିଁକି ତାଙ୍କୁ ହତ୍ୟା କରିଛି ତାହା ଅସ୍ପଷ୍ଟ ରହିଛି । ପେ।ଲିସ ଫରେନସିକ ଟିମ ଓ ଅନୁଂନ୍ଧାନୀ କୁକୁର ମାଧ୍ୟମରେ ତଦନ୍ତ କରୁଛି ।

   Related Posts