Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ମଣିଷର ଆକ୍ରୋଶର ଶିକାର ହେଉଛନ୍ତି ନିରିହ ପଶୁ ପକ୍ଷୀ

31/07/2018 at 3:48 PM

ମଣିଷର ଆକ୍ରୋଶର ଶିକାର ହେଉଛନ୍ତି ନିରିହ ପଶୁ ପକ୍ଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର କଂସାରିପଡା ହନୁମାନ ମନ୍ଦିର ନିକଟରେ । ଏଠି ଏକ ଗର୍ଭବତୀ ମାଙ୍କଡକୁ ଗୁଳି କରି ହତ୍ୟା କରାଯାଇଛି । କିଏ କାହିଁକି ମାଙ୍କଡଟିକୁ ଗୁଳି ମାରି ହତ୍ୟା କଲା ତାହା ପ୍ରଶ୍ନବାଚୀ ହୋଇଛି

   Related Posts