Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

CRPFର ବରିଷ୍ଠ ଅଧିକାରୀଙ୍କ ଚିତ୍ରକୋଣ୍ଡା ଗସ୍ତ, ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା ବୈଠକ

15/02/2020 at 2:53 PM

ଚିତ୍ରକୋଣ୍ଡା ୧୫।୦୨: ମାଲକାନଗିରି ଗସ୍ତରେ ସିଆରପିଏଫ ଜାତୀୟ ସୁରକ୍ଷା ଉପଦେଷ୍ଟା କେ.ବିଜୟ କୁମାର । ମାଓ ଗତିବିଧି ଓ ଅପରେସନ ନେଇ ସମୀକ୍ଷା ବୈଠକ । ବହୁ ବରିଷ୍ଠ ଅଧିକାରୀ ବୈଠକରେ ସାମିଲ ।

ସୂଚନାଯୋଗ୍ୟ ଯେ, ଶନିବାର ଦିନ ହେଲିକପ୍ଟର ଯୋଗେ ସି.ଆର.ପି.ଏଫ୍ ଜାତୀୟ ସୁରକ୍ଷା ଉପଦେଷ୍ଟା କେ.ବିଜୟ କୁମାର, ଦକ୍ଷିଣାଞ୍ଚଳ ଡି.ଆଇ.ଜି ସଫିଦ୍ ଅହମ୍ମଦ୍ ଖାନ୍, ମାଲ୍‌କାନଗିରି ଏସ୍.ପି ରିଶେକେଶ୍ ହିଲାରି ଓ ବିଶାଖାପାଟଣା ଏସ୍.ପି ଆତ୍ତାଡ଼ା ବାବୁଜୀ ଚିତ୍ରକୋଣ୍ଡା ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଆଗାମୀ ଦିନରେ ବିଚ୍ଛିନ୍ନାଞ୍ଚଳରେ କିପରି  ସୁରକ୍ଷା ବ୍ୟବସ୍ଥା ତ୍ୱରାନ୍ୱିତ କରାଯିବ । ଅଞ୍ଚଳରେ କିପରି ମାଓ ଦମନ ଓ ମାଓ ଗତିବିଧି ଉପରେ ନଜର ରଖାଯିବା ତାହା ଉପରେ ଆଲୋଚନା କରାଯାଇଛି।

   Related Posts