Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଅନୈତିକ ସମ୍ପର୍କରେ ପତ୍ନୀ ସାଜୁଥିଲା ବାଧକ : ପ୍ରେମିକା ସହ ମିଶି ପତ୍ନୀକୁ ହତ୍ୟା କଲା ସିଆପିଏଫ ଜବାନ

16/11/2019 at 11:51 AM

ଅମୃତସର ୧୬/୧୧: ପଞ୍ଜାବରେ ଅମୃତସର ପୋଲିସ୍ କୋଟ ଖାଲସାରେ ମହିଳାଙ୍କ ହତ୍ୟା ଅଭିଯୋଗରେ ତାଙ୍କ ସ୍ବାମୀ , ପ୍ରେମିକା ଏବଂ ଜଣେ ସାଧୁଙ୍କୁ ଗିରଫ କରିଛି। ମୃତା ବଲଜିତ କୌରଙ୍କ ସ୍ବାମୀ ଗୁରମିନ୍ଦର ସିଂହ ଜଣେ ସିଆରପିଏଫ ଜବାନ।

ଗୁରମିନ୍ଦର ସିଂହର ଜଲନ୍ଧରରେ ରହୁଥିବା ଜଣେ ମହିଳା ସହ ଅନୈତିକ ସମ୍ପର୍କ ଥିବା କାରଣରୁ ପତ୍ନୀଙ୍କ ସହ ସବୁବେଳେ ଝଗଡ଼ା ହେଉଥିଲା। ଏହି କାରଣରୁ ଗୁରମିନ୍ଦରର ପ୍ରେମିକା ବୀରପାଲ କୌର ମୁକ୍ତସରରେ ରହୁଥିବା ଜଣେ ବ୍ୟକ୍ତି ଗୁରବିନ୍ଦର ସିଂହ ଗୋରାଙ୍କ ସହ ଯୋଗାଯୋଗ କରି ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ। ବଲଜିତ କୌରଙ୍କୁ ହତ୍ୟା କରିବା ପାଇଁ ୫ଲକ୍ଷ ଟଙ୍କାର ଚୁକ୍ତି ହୋଇଥିଲା। ଅଭିଯୁକ୍ତମାନେ ମହିଳାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ।

   Related Posts