Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସିଆରପିଏଫ କ୍ୟାମ୍ପକୁ ଧସେଇ ପଶିଲେ ଶତାଧିକ ଆଦିବାସୀ, ଯବାନଙ୍କ ଗୁଳିରେ ୩ ମୃତ

17/05/2021 at 4:46 PM

ମାଲକାନଗିରି ୧୭/୫: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୁଳିମାଡ଼। ସୁଚନା ମୁତାବକ ଗତ କିଛି ଦିନ ତଳେ ବିଜାପୁର ଜିଲ୍ଲାର ସିଲଗର ଗାଁରେ ନୂତନ କରି ସ୍ଥାପନ ହୋଇଥିବା ସିଆରପିଏଫ କ୍ୟାମ୍ପକୁ ଅଞ୍ଚଳ ବାସୀ ବିରୋଧ କରିଆସୁଥିଲେ । 

ସୋମବାର ଶତାଧିକ ଆଦିବାସୀ କ୍ୟାମ୍ପ ଭିତରେ ଧସେଇ ପଶିବା ଲାଗି ଚେଷ୍ଟା କରୁଥିବା ବେଳେ ଯବାନମାନେ ତାଙ୍କ ଉପରେ ଗୁଳିଚାଳନା କରିଥିଲେ। ଏଥିରେ ୩ ଜଣ ଆଦିବାସୀ ପ୍ରାଣ ହରାଇଥିବା ଜଣାପଡିଛି । ତେବେ ଏମାନେ ସମସ୍ତେ ନକ୍ସଲ ପନ୍ଥିଙ୍କ ମିଲିସିଆ ମେମ୍ବର ବୋଲି ବସ୍ତର ଆଇଜି ପି ସୁନ୍ଦର ରାଜ ସୂଚନା ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ଜାରି ରହିଛି ।

   Related Posts