Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

କଟକରେ ବି କାଉ ମଡକ, ବାର୍ଡ ଫ୍ଲୁ ଆଶଂକା: ମହାନଗର ନିଗମ ଓ ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ମୁହାଁ ମୁହିଁ

17/12/2018 at 3:16 PM

କଟକ୧୭|୧୨: ସାରା ରାଜ୍ୟରେ ବାର୍ଡଫ୍ଲୁର ଭୟଦେଖା ଦେଇଥିବାବେଳେ କଟକରେ କାଉ ମଡକକୁ ନେଇ ଜନସାଧରଣ ଆତଙ୍କିତ । ଖାନନଗର ସ୍ଥିତ ବିଶ୍ବନାଥପଣ୍ଡିତ ପାର୍କରେ୧୦ ରୁଅଧିକ କାଉମରି ପଡିଥିବା ଦେଖିବାକୁ ମିଳିଛି । ମର୍ଣ୍ଣିଂ ଓ୍ବାକରେ ଯାଉଥିବା କଟକ ବାସିନ୍ଦାଏହା ଦେଖି ମହାନଗର ନିଗମଓ ଜିଲ୍ଲା ମୂଖ୍ୟ ପ୍ରାଣୀଚିକିତ୍ସା କେନ୍ଦ୍ରକୁ ଯୋଗାଯୋଗ କରିଥିଲେ।

କଟକରେ  କାଉ ମଡକ ଯାହାକୁ ନେଇ ସମସ୍ତେ ଆତଙ୍କିତ ।ସାରା ରାଜ୍ୟରେ ବାର୍ଡ ଫ୍ଲୁର ଭୟ ଘାରିଥିବାବେଳେ କଟକଖାନନଗର ସ୍ଥିତ ବିଶ୍ବନାଥ ପଣ୍ଡିତ ପାର୍କରେ ଗତ ଦୁଇ ତିନି ଧରି ୧୦ରୁ ଅଧିକ କାଉ ମରି ପଡୁଥିବା ଦେଖି ସାଧାରଣରେ ଭୟ ଦେଖା ଦେଇଛି ମର୍ଣ୍ଣିଂ ଓ୍ବାର୍କରେ ଆସୁଥିବାଲୋକେ ଏନେଇ କଟକ ମହାନଗର ନିଗମକୁ ଖବର ଦେବା ସହଜିଲ୍ଲା ମୂଖ୍ୟପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ସୂଚନାଦେଇଛନ୍ତି । ମୃତ କାଉଙ୍କର ରକ୍ତ ନମୁନାପରୀକ୍ଷା କରିବାକୁ ଦାବି କରିଛନ୍ତି ସହରବାସୀ । 

କଟକର ଖାନନଗର ପାର୍କରେ କାଉ ମରିଥିବାନେଇ ମୁହାଁମୁହିଁ ହୋଇଛନ୍ତି କଟକ ମହାନଗର ନିଗମ ଓଜିଲ୍ଲା ମୂଖ୍ୟପ୍ରାଣୀ ଚିକିତ୍ସା ବିଭାଗ । କାରଣ ଏନେଇ ମହାନଗର ନିଗମ କର୍ତ୍ତୃପକ୍ଷ ଓଜନ ସାଧରଣ, ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଖବର ଦେଇଥିଲେ ସୁଦ୍ଧା ଏ ନେଇ କୌଣସି ଖବରନ ଥିବା କହିଛନ୍ତି ଜିଲ୍ଲାପ୍ରାଣୀ ଚିକିତ୍ସ କେନ୍ଦ୍ରର କର୍ତ୍ତୃପକ୍ଷ। ଏହା ଛଡା କଟକରେ ବାର୍ଡ ଫ୍ଲୁ ଭୟନାହିଁ ବୋଲି ମଧ୍ୟ ସେକହିଛନ୍ତି ।

କଟକ ସହରରେ କାଉ ମରି ପଡୁଥିବା ଦେଖି ଜନସାଧାରଣ ଆତଙ୍କିତଥିବା ବେଳେ ଜିଲ୍ଲା ପ୍ରାଣୀ ଚିକତ୍ସା ବିଭାଗ କହୁଛି ଆମେଏ ନେଇ ସଚେତନ ଅଛୁ ଅଭିଯୋଗ ଆସିଲେ ତଦନ୍ତ ହେବେ। ତେବେ ଏଥିରୁ ସ୍ପଷ୍ଟ ଯେ, ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇବିଭାଗ ତତ୍ପରନାହିଁ ନାଖବର ଥାଇବି ଚୁପବିସିଛି ସନେଇ କିଛି ବୁଝାପଡୁନି ।

   Related Posts