Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ମହାନଦୀ ବିନିକେଇ ପଠାରେ କୁମ୍ଭୀରର ମୃତଦେହ ଠାବ, ବିସ୍ଫୋରକ ଦ୍ଵାରା ମୃତ୍ୟୁ ସନ୍ଦେହ

21/11/2020 at 9:29 PM

ଅନୁଗୁଳ ୨୧।୧୧: ସାତକୋଶିଆ ଅଭୟାରଣ୍ୟର ବିନିକେଇ ନିକଟରେ ଏକ ମଗର(କୁମ୍ଭୀର) ର ମୃତଦେହ ପଡିଥିବା ଟିକରପଡା ବନ କର୍ମଚାରୀ ଦେଖିବାକୁ ପାଇଛନ୍ତି। ଅଣ୍ଡିରା କୁମ୍ଭୀରର ବୟସ ପାଖାପାଖି ୨୫ବର୍ଷ ହେବ। ତା ଦେହରେ ଅନେକ କ୍ଷତ ଥିବା ଦେଖିବାକୁ ମିଳିଛି। କୁମ୍ଭୀରର ମୃତ୍ୟୁ ପାଖାପାଖି ୭୨ ଘଣ୍ଟା ପୂର୍ବରୁ ହୋଇଥିବା ବୋଲି ଜଣା ପଡୁଛି।

ପ୍ରାଥମିକ ତଦନ୍ତ ଅନୁଯାୟୀ କୁମ୍ଭୀରଟି ବିସ୍ଫୋରକ ଦ୍ବାରା ଆଘାତ ହୋଇଥିବା ଅନୁମାନ କରିଛି। ମାଛ ଧରାଳି ମହାନଦୀରେ ମାଛ ମାରିବା ପାଇଁ ବିସ୍ଫୋରକ ବ୍ୟବହାର କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଏ ଘଟଣା ପରେ ମହାନଦୀରେ ପେଟ୍ରୋଲିଂକୁ ଜୋରଦାର କରାଯିବ ବେଲି ବନ ବିଭାଗ ସୂଚନା ଦେଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରି କୁମ୍ଭୀରର ପୋଷ୍ଟମର୍ଟମ କରିଛି ବନବିଭାଗ।

   Related Posts