Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ମାଛ ଜାଲରେ ଛନ୍ଦି ହେଲା କୁମ୍ଭୀର, ଉଦ୍ଧାର କଲେ ମତ୍ସ୍ୟଜୀବୀ

2/02/2020 at 2:23 PM

ସୋର ୦୨।୦୨:  ମାଛ ଧରିବାକୁ ଯାଇଥିଲା ବେଳେ କୁମ୍ଭାର ଉଦ୍ଧାର । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ବରଜଦେଉଳି ନିକଟରେ ଥିବା ସମୁଦ୍ରରୁ କୁମ୍ଭାର ଉଦ୍ଧାର । ସ୍ଥାନୀୟଲୋକଙ୍କ ପକ୍ଷରୁ ବନବିଭାଗକୁ ଖବର ଦିଆଯାଇଛି ।

ବାହାନଗା ବ୍ଲକ ବରଜଦେଉଳି  ଅଞ୍ଚଳରେ ଥିବା  ସମୁଦ୍ରକୁ ମତ୍ସ୍ୟଜୀବୀ  ମାଛ ମାରିବା  ଯାଇଥିଲା । ମାଛ ମାରିବା ସମୟରେ ଜାଲରେ ଏକ ୬ ଫୁଟର କୁମ୍ଭୀର ଛନ୍ଦି ହୋଇଯାଇଥିଲା । ତେବେ ମତ୍ସ୍ୟଜୀବୀମାନେ କୁମ୍ଭୀରଟି ଉଦ୍ଧାର କରିଛନ୍ତି । ଏବଂ ବନ ବିଭାଗକୁ ମଧ୍ୟ ଖବର ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବନ ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।

   Related Posts