ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | June 22, 2021 IST

ପଟ୍ଟାମୁଣ୍ଡାଇ ୨୨।୬: ନଦୀରେ ଭାସୁଛି କୁମ୍ଭୀରର ମୃତଦେହ । ବ୍ରାହ୍ମଣୀ ନଦୀ ଶ୍ରୀରାମପୁର ପାଳ ପାଟଣା ଗାଁ ନିକଟରେ କୁମ୍ଭୀରଟିର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନ ବିଭାଗ ଟିମ୍ ମୃତ କୁମ୍ଭୀରଟିକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । କୁମ୍ଭୀର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଜାଲରେ ଛନ୍ଦି ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.