କନ୍ଦରପୁର ମହାନଦୀ ଘାଟରେ କୁମ୍ଭୀର ଆତଙ୍କ, ଲୋକେ ଭୟଭୀତ

Published By : Prameya-News7 Bureau | August 16, 2019 IST

ଆଠଗଡ ୧୬|୮:  ମହାନଦୀ ବନ୍ୟା ପାଣିରେ ଏକ କୁମ୍ଭୀର ଆସିଥିବା ଦେଖିବାକୁ ମିଳିଛି । ଏହି କୁମ୍ଭୀରଟିକୁ ଆଠଗଡ ବ୍ଲକ୍ କନ୍ଦରପୁର ମହାନଦୀ ଘାଟରେ ସ୍ଥାନୀୟ ଗ୍ରାମବାସୀ ଦେଖିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । କନ୍ଦରପୁର ଘାଟ ନିକଟରେ କୁମ୍ଭୀରଟି ପାଣିରେ ମୁଣ୍ଡ ଟେକୁଥିବାର ଦେକିଥିଲେ ଗ୍ରାମବାସୀ । ମହାନଦୀ ବନ୍ୟା ଜଳରେ କୁମ୍ଭୀରଟି ସାତକୋଶିଆରୁ ପଳାଇ ଆସିଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.