ମାର୍ଶାଘାଇରେ କୁମ୍ଭୀରର ମୃତ ଦେହ ଠାବ
21/08/2018 at 1:15 AM

କେନ୍ଦ୍ରାପଡ଼ା ୨୧/୮:କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ କରାଣ୍ଡିଆ ନଦୀ ପଠାରେ କୁମ୍ଭୀରର ମୃତ ଦେହ ଠାବ ହୋଇଛି। ମାର୍ଶାଘାଇ ବ୍ଲକ ଜମପଡା ଗ୍ରାମର ମାଙ୍କ ଛକର ନଦୀ ପଠାରେ ଆଜି ସକାଳୁ ଏକ ସାତ ଫୁଟର କୁମ୍ଭୀରର ମୃତ ଦେହ ଦେଖିବାକୁ ମିଳିଥିଲା।ଯାହା ଫଳରେ ସ୍ଥାନୀୟ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଥିଲା।ଗ୍ରାମ ବାସୀଙ୍କ କହିବା ମୁତାବକ କେବଳ କରାଣ୍ଡିଆ ନୁହେଁ ଲୁଣା ନଦୀର ଶାଖା ନଦୀ ମାନଙ୍କରେ କୁମ୍ଭୀର ଅଛନ୍ତି ବୋଲି ଅନୁମାନ କରାଯାଉଛି।
Related Posts
ପିପିଲି ଉପନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ : CEO
3 March 2021