କେନ୍ଦ୍ରାପଡ଼ା ୨୧/୩: ବଉଳା କୁମ୍ଭୀରର ମୃତଦେହ ଠାବ ହୋଇଛି। ରାଜନଗର ବ୍ରାହ୍ମଣୀ ନଦୀର ନଳିତା ପାଟିଆରୁ ମିଳିଛି ମୃତଦେହ। ମୃତ କୁମ୍ଭୀରର ଲମ୍ବ ପ୍ରାୟ ୧୦ ଫୁଟ। ମାଛଧରା ଜାଲରେ ପଡି କୁମ୍ଭୀରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଓଡ଼ିଶାରେ ବିଜେଡି ସହ କାହିଁକି ମେଣ୍ଟ କଲାନି ବିଜେପି?...
କେନ୍ଦ୍ରାପଡ଼ା ୨୧/୩: ବଉଳା କୁମ୍ଭୀରର ମୃତଦେହ ଠାବ ହୋଇଛି। ରାଜନଗର ବ୍ରାହ୍ମଣୀ ନଦୀର ନଳିତା ପାଟିଆରୁ ମିଳିଛି ମୃତଦେହ। ମୃତ କୁମ୍ଭୀରର ଲମ୍ବ ପ୍ରାୟ ୧୦ ଫୁଟ। ମାଛଧରା ଜାଲରେ ପଡି କୁମ୍ଭୀରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
Copyright © 2024 - Summa Real Media Private Limited. All Rights Reserved.