Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବଉଳା କୁମ୍ଭୀରର ମୃତଦେହ ଠାବ

21/03/2019 at 1:01 PM

କେନ୍ଦ୍ରାପଡ଼ା ୨୧/୩: ବଉଳା କୁମ୍ଭୀରର ମୃତଦେହ ଠାବ ହୋଇଛି। ରାଜନଗର ବ୍ରାହ୍ମଣୀ ନଦୀର ନଳିତା ପାଟିଆରୁ ମିଳିଛି ମୃତଦେହ। ମୃତ କୁମ୍ଭୀରର ଲମ୍ବ ପ୍ରାୟ ୧୦ ଫୁଟ। ମାଛଧରା ଜାଲରେ ପଡି କୁମ୍ଭୀରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

   Related Posts