Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆଜିଠୁ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ : ଗଣନାରେ ୨୩ଟି ଟିମ୍ ନିୟୋଜିତ

30/12/2019 at 10:44 AM

କେନ୍ଦ୍ରାପଡ଼ା ୩୦/୧୨: ଆଜିଠୁ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ । କୁମ୍ଭୀର ବିଷାରଦ ଡ.ସୁଧାକର କରଙ୍କ ନେତୃତ୍ବରେ ୨୩ଟି ଟିମ୍  କୁମ୍ଭୀର ଗଣନାରେ ନିୟୋଜିତ ହୋଇଛନ୍ତି । ପ୍ରତି ଟିମ୍ ରେ ୪ରୁ ୫ ଜଣ ସଦସ୍ୟ ଅଛନ୍ତି । ଆସନ୍ତା ୪ ଯାଏ ଗଣନା ଚାଲିବ ।

କୁମ୍ଭୀର ଗଣନା ପାଇଁ ୨୬ରୁ ଭିତରକନିକାକୁ ବନ୍ଦ ରଖାଯାଇଛି । ପର୍ଯ୍ୟଟକଙ୍କ ଭିଡ ସହ ବୋଟ୍  ଚଳାଚଳ ହେଲେ କୁମ୍ଭୀର ଗଣନାରେ ବାଧା ଉପୁଜିବ ତେଣୁ ଭିତରକନିକାକୁ ପର୍ଯ୍ୟଟଙ୍କୁ ଯିବା ପାଇଁ ବାରଣ କରାଯାଇଛି ।

   Related Posts