ବାଲେଶ୍ବରରେ ସମୁଦ୍ରରେ ମାଛ ଧରୁଥିବା ବେଳେ ଜାଲରେ ପଡିଲା କୁମ୍ଭୀର
8/10/2018 at 11:36 AM

ବାଲେଶ୍ବର ୮|୧୦: ଜାଲରେ ପଡିଲା କୁମ୍ଭୀର । ବାଲେଶ୍ବର ଜିଲ୍ଲା ସିଙ୍ଗଲା ଥାନା କଷାଫଳ ନିଟକ ସମୁଦ୍ରରେ ମାଛ ଧରୁଥିବା ବେଳେ ବେଢ଼ିଜାଲରେ କୁମ୍ଭୀର ପଡିଯାଇଛି । କୁମ୍ଭୀରକୁ ଧରି ବନ ବିଭାଗକୁ ହସ୍ତାନ୍ତର କଲେ ମତ୍ସ୍ୟଜୀବୀ ।